ଆନ୍ଧ୍ରପ୍ରଦେଶରେ ହିନ୍ଦୁମାନଙ୍କର ପବିତ୍ର ସ୍ଥାନରେ ଖ୍ରୀଷ୍ଟିଆନମାନେ କ୍ରଶ ପ୍ରତିଷ୍ଠା କରିଛନ୍ତି ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ ଆନ୍ଧ୍ରପ୍ରଦେଶର ଇଡାଲପଡୁରେ ମା ସୀତାଙ୍କ ପାଦ ପଡ଼ିଥିବା ସ୍ଥାନରେ ଖ୍ରୀଷ୍ଟିଆନମାନେ ବେଆଇନ କ୍ରସ ସ୍ଥାପନ କରାଯାଇଛି। ଏହି ଫଟୋର ପଛ ଭାଗରେ ପ୍ରଭୁ ନରସିଂହଙ୍କର ଏକ ପ୍ରତିମୂର୍ତ୍ତି ଅଛି।  ଅନ୍ୟ ଫଟୋରେ କ୍ରସ ଚିହ୍ନ ସହିଛି।  2 ମାର୍ଚ୍ଚରେ ତରୁଣ କୁମାର ଜାଲବାନୁଆର ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି […]

Continue Reading

ପୁରୁଣା ଫଟୋକୁ ବର୍ତ୍ତମାନ ଆମେରିକା କ୍ୟାପିଟାଲ ହିଲରେ ହୋଇଥିବା ଗଣ୍ଡଗୋଳ ଦାବିରେ ଭାଇରାଲ କରାଯାଉଛି।

ଆମେରିକାଦର କ୍ୟାପିଟାଲ ହିଲଠାରେ ଟ୍ରମ୍ପକୁ ନେଇ  ହୋଇଥିବା ଗଣ୍ଡଗୋଳର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରଲା ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ମାସ୍କ ପିନ୍ଦି ଗୋଟେ ହାତରେ ଗେରୁଆ ରଙ୍ଗର ପତାକା ଏବଂ ଅନ୍ୟ ପଟେ ଆମେରିକାର ପତାକା ଧରି ଠିଆ ହୋଇଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଆମେରିକାର କ୍ୟାପିଟାଲ ହିଲଠାରେ ହୋଇଥିବା ଗଣ୍ଡଗୋଳରେ ଭାରତର ଜାତୀୟ ପତାକା ନଧରୀ ହିନ୍ଦୁତ୍ୱର ପତାକା ଧରି […]

Continue Reading