ଜଣେ ମେଡିକାଲ୍ ଅଫିସରର ଭିଡିଓକୁ ବାଂଲାଦେଶରେ ହିନ୍ଦୁ ଶିକ୍ଷକଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।
ସୋସିଆଲ ମିଡିଆ ରେ ଜୋତାରେ ତିଆରି ମାଳା ପିନ୍ଧିଥିବା ଜଣେ ବ୍ୟକ୍ତିର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ସେ ବାଂଲାଦେଶରେ ଜଣେ ହିନ୍ଦୁ ଶିକ୍ଷକ ହୋଇଥିବାରୁ ତାଙ୍କୁ ଅପମାନିତ କରାଯାଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ବାଂଲାଦେଶ ରେ 40 ବର୍ଷୀୟ ହିନ୍ଦୁ ଶିକ୍ଷକ ଙ୍କୁ ଜୋତା ମାଳ ପିନ୍ଧାଇ ସ୍କୁଲ ରୁ ବିଦା କରିଦିଆ ଗଲା। ଏଇଭଳି ଅବସ୍ଥା ହିନ୍ଦୁ ଙ୍କର ସେଠାରେ” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]
Continue Reading
