କ’ଣ ରାହୁଲ ଗାନ୍ଧୀ  ନିଜ ଭାଷଣରେ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବା ପାଇଁ କହୁଛନ୍ତି ? ଏଡିଟେଡ୍ କ୍ଲିପ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ ଉଭୟ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବାକୁ ପଡ଼ିବ। ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଗଧଭଲଙ୍କ ଗୋସେଇଁ ରାଷ୍ଟ୍ରୀୟ ଗସ ପପୁ ଦେଶରୁ ହିନ୍ଦୁଙ୍କୁ ବାହାର କରିବାକୁ ଚାହୁଁଛି” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ ହିନ୍ଦୁତ୍ୱ ଏବଂ ହିନ୍ଦୁମାନଙ୍କୁ ଦେଶରୁ ବାହାର କରିବା ପାଇଁ କହୁ ନାହାଁନ୍ତି। ଭିଡିଓର […]

Continue Reading

କ’ଣ ରାହୁଲ ଗାନ୍ଧୀ  ନିଜ ଭାଷଣରେ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବା ପାଇଁ କହୁଛନ୍ତି ? ଏଡିଟେଡ୍ କ୍ଲିପ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ ଉଭୟ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବାକୁ ପଡ଼ିବ। ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “କଂଗ୍ରେସ ସରକାର କୁ ଆସିଲେ ହିନ୍ଦୁ ମାନଙ୍କୁ ବାହାର କରି ଦେବ କହିଲାଣି ରାହୁଲ ଖାଂ l କିଛି କଂଗ୍ରେସୀଆ ଭାବୁଥିବେ ଆମେ ତ ଭୋଟ ଦେଉଛୁ ଆମେ ତ ତାଙ୍କ ଲୋକ ଆମକୁ ନୂହେଁ ମ ଆରେ ଧରମ ଛଡା […]

Continue Reading

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତର ପୁରୁଣା ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେଉଛି ।

କିଛି ଦିନ ପୂର୍ବରୁ ରାଜସ୍ଥାନର ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଘଟିଥିଲା। ଯେଉଁଥିପାଇଁ ଅନେକ ଭିଡିଓ ଏବଂ ଫୋଟୋ ଇଣ୍ଟରନେଟରେ ସେୟାର କରାଯାଉଛି। ସୋସିଆଲ ମିଡିଆରେ  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତର ଏକ ଭିଡିଓ ଭାଇରାଲ ହେଉଛି।  ଭିଡିଆରେ ସେ କହୁଛନ୍ତି ଯେ,  “ହିନ୍ଦୁତ୍ୱର ପରିବେଶ ହୋଇଗଲାଣି, ଆମେ ମଧ୍ୟ ଭୟଭୀତ, ଲୋକ ଭୋଟ୍ ଦେବେ ନାହିଁ , ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ, ଆମକୁ ପ୍ରାଧାନ୍ୟ ବିସ୍ତାର କରିବାକୁ ପଡିବ ଏବଂ ଆମର ଆଦର୍ଶକୁ […]

Continue Reading