କ’ଣ ଏହି ଭିଡିଓରେ ହିଟ୍ଳର ଭାଷଣ ଦେବା ସମୟରେ ଲୋକଙ୍କ ସାମନାରେ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ।
ସୋସିଆଲ ମିଡିଆରେ ହିଟଲରଙ୍କ ଭାଷଣର ଏକ ସଂକ୍ଷିପ୍ତ କ୍ଲିପ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ସେ ଲୋକଙ୍କ ସାମନାରେ କାନ୍ଦୁଛନ୍ତି। ଏହି ଭାଇରାଲ ସଂକ୍ଷିପ୍ତ କ୍ଲିପ୍ ରେ ହିଟଲର କହୁଛନ୍ତି “ମୋର ହୃଦୟର ଗଭୀରତମରୁ ମୁଁ ବର୍ତ୍ତମାନ ମଧ୍ୟ” ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। ୨୨ ମଇରେ ଜଣେ ଫେସବୁକ ୟୁଜର “ହିଟଲର ଭି କାନ୍ଦିଥିଲା” ଲେଖି ଏହି ଭିଏଅ ପୋଷ୍ଟ କରିଛନ୍ତି। Facebook | […]
Continue Reading