ସାଧାରଣ ଲୋକ ପୋଲିସକୁ ପଥର ମାରୁଥିବା ଭାଇରାଲ ଭିଡିଓ ଅହମ୍ମଦାବାଦର ଅଟେ।
ଦେଶରେ ଚାଲିଥିବା ହିଂସା ଏବଂ ଅସାଂନ୍ତି କେବଳ ନ୍ୟୁଜ ଚ୍ୟାନେଲ ଅଥବା ଖବର କାଗଜ ପର୍ଯ୍ୟନ୍ତ ସିମିତ ନୁହଁ। ହିଂସାର ଏହି ବାତାବରଣ ସୋସିଆଲ ମିଡିଆରେ ମଧ୍ୟ ଲାଗି ରହିଛି। ସୋସିଆଲ ମିଡିଆରେ CAA ବିରୋଧ ପ୍ରଦର୍ଶନରୁ ଆରମ୍ଭ କରି ପୋଲିସ ଉପରେ ଲୋକଙ୍କ ପଥର ମାଡ଼ର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥି ମଧ୍ୟରେ 27 ଫେବୃଆରିରେ Motilal panda ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଭିଡିଓ ପୋଷ୍ଟ […]
Continue Reading