ରାଞ୍ଚିରେ ଇଫ୍ତାର ପାର୍ଟୀ ଆୟୋଜନ ଦାବିରେ ଭାଇରାଲ କରାଯାଉଥିବା ଫୋଟୋ 2017 ମସିହାର ଅଟେ।
କୋରୋନା ପାଇଁ ଯେଉଁଠି ସରକରା ଲକଡାଉନକୁ ଅତି କଠୋର ସହ ପାଳନ କରିବା ପାଇଁ ନିର୍ଦେଷ ଦେଉଛି। ଏଥିମଧ୍ୟରେ ଲେକମାନେ ଏହି ଲକଡାଉନ ନିୟମ ନ ମାନି ସରକାର ପାଇଁ ଚିନ୍ତା ବଢ଼ାଇବାରେ ଲାଗିଛନ୍ତି। ଏପରି ଏକ ଖବର ରାଞ୍ଚିରୁ ଆସୁଛି। ରାଞ୍ଚିରେ ଲକଡାଉନ ସତ୍ୱେ ଇଫତାର ଭୋଜିର ଆୟୋଜନ କରା ଯାଇଛି। ଇଫତାର ପାର୍ଟି ରୋକିବାକୁ ସେଠାରେ ପୋଲିସ ପହଞ୍ଚିଥିବା ବେଳେ ପୋଲିସ ଉପରେ ପଥର ମାଡ ହୋଇଛି । ଏହି ଖବରର The independenceରେ […]
Continue Reading