କ’ଣ ଭିଡିଓରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରୁଛନ୍ତି? ଜାଣନ୍ତୁ ସତ୍ୟ।

ପାକିସ୍ତାନ ପ୍ରଧାଣମନ୍ତ୍ରୀ ଇମରାନ ଖାନଙ୍କ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ସରକାର ବିଷୟରେ କହୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଇମରାନ ଖାନ ସ୍ଵୀକାର କରିଛନ୍ତି ଯେ ୭୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତରେ ଏକ ଦୃଢ ସରକାର ଆସିଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। Archive Link Facebook | Archive କ’ଣ ଦାବି ଏହି ପୋଷ୍ଟr? ୧୦ ଜାନୁଆରୀରେ ଜଣେ ଫେସବୁକ […]

Continue Reading