ବିହାର ସରକାର ସତ୍ତର ଘାଟ ବ୍ରିଜ ଭାଙ୍ଗି ଯାଇଥିବା ଦାବିକୁ ଖଣ୍ଡନ କରିଛି।
ଜୁନ 16 ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୋପାଳଗଞ୍ଜ ଜିଲ୍ଲାର ଗାନ୍ଧକ ନଦୀରେ ରାମଜାନକି ପଥ ନାମରେ ଜଣାଶୁଣା ସତ୍ତରଘାଟ ବ୍ରିଜ ଉଦଘାଟନ କରିଥିଲେ। ତେବେ ଉଦଘାଟନ ହେବାର ମାତ୍ର 29 ଦିନ ପରେ ଏହି ବ୍ରିଜ ଭାଙ୍ଗି ଯାଇଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରବଳ ବର୍ଷା କାରଣରୁ ଗଣ୍ଡକ ନଦୀ କୂଳରେ ଥିବା ବ୍ରିଜର ଏକ ଅଂଶ ଭୁଶୁଡି ପଡିଛି। 16 ଜୁଲାଇରେ Baalia […]
Continue Reading