କ’ଣ ଭାଇରାଲ ହେଉଥିବା ଫୋଟୋ ପ୍ରକୃତରେ ଜେୱାର ବିମାନ ବନ୍ଦରର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ
୨୫ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଏଡା ଆନ୍ତର୍ଜାତୀୟ ବିମାନ ବନ୍ଦରର ଶିଳାନ୍ୟାସ କରିଛନ୍ତି ଯାହା ଉତ୍ତରପ୍ରଦେଶର ଜେୱାର ଅଞ୍ଚଳରେ ଅଛି। ଏହି ଘଟଣା ପରେ ଅନେକ ଗଣମାଧ୍ୟମ ଏକ ବିମାନ ବନ୍ଦରର ଫୋଟୋ ସହିତ ଏକ ଖବର ପ୍ରକାଶିତ କରିଛନ୍ତି ଯେ ଏହି ଫୋଟୋ ଉତ୍ତରପ୍ରଦେଶର ଜେୱାର ଅଞ୍ଚଳ ନିକଟରେ ନଏଡା ଆନ୍ତର୍ଜାତୀୟ ବିମାନ ବନ୍ଦର ଫୋଟୋ ଅଟେ। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? ୨୫ […]
Continue Reading