୨୦୧୯ ରେ ପାକିସ୍ତାନୀଙ୍କ ଦ୍ୱାରା ଟିଭି ଭାଙ୍ଗୁଥିବା ଭିଡିଓକୁ ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାଖରେ ପରାଜିତ ହେବା ପର ଦୃଶ୍ୟ ଦାବି ସହିତ ସେୟାର କରାଯାଉଛି।

ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫି ପ୍ରତିଯୋଗୀତାରେ ଭରତ ପାକିସ୍ତାନକୁ ପରାଜିତ କରି ସେମି-ଫାଇନାଲ୍ ରେ ନିଜ ସ୍ଥାନକୁ ଦୃଢ କରିଛି। ବିରାଟ କୋହଳୀଙ୍କର ଶତକୀୟ ଇନିଂସ ପ୍ରଶଂଶନୀୟ ଅଟେ। ତେବେ, ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ଲୋକ ଟିଭି ତଳେ କଛାଡ଼ି ଭାଙ୍ଗୁଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନୀ ପ୍ରଶଂଶକ […]

Continue Reading

କ’ଣ ଟି-୨୦ ରେ ଭାରତ ପାକିସ୍ତାନ ଠାରୁ ପରାଜୟ ପରେ ଜୟ ଶାହ ଏବଂ ଅକ୍ଷୟ କୁମାର ଆନନ୍ଦ ପ୍ରକାଶ କରୁଛନ୍ତି? ଜାଣନ୍ତୁ ସତ୍ୟ।

ଦୁବଇରେ ଟି ୨୦ ବିଶ୍ଵ କପ୍ ପ୍ରତିଯୋଗୀତା ଆରମ୍ଭ ହେଇ ସାରିଛି। ଭାରତ ନିଜ ପ୍ରଥମ ମ୍ୟାଚ୍ ୨୪ ଅକ୍ଟୋବରରେ ପାକିସ୍ତାନ ବିରୁଦ୍ଧରେ ଖେଳିଥିଲା। ଏହି ମ୍ୟାଚ୍ ରେ ଭାରତକୁ ୧୦ ୱିକେଟ୍ ର ପ୍ରଜାୟର ସାମନା କରିବାକୁ ପଡିଥିଲା। ଅକ୍ଷୟ କୁମାର, ଜୟ ଶାହ ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ଲୋକକ ମ୍ୟାଚ୍ ର ଦର୍ଶକ ଥିଲେ। ଭାରତର ଖରାପ ପ୍ରଦର୍ଶନ ଏବଂ ପରାଜୟ ପରେ ସାରା ଦେଶ ଦୁଖିତ ହେଇଛି।  ବର୍ତ୍ତମାନ ଭାରତ ପାକିସ୍ତାନ ମ୍ୟାଚ୍ […]

Continue Reading