ଆରଏସଏସ କର୍ମୀଙ୍କ ନାଚୁଥିବାର ଭିଡିଓ ୨୦୧୫ ମସିହାର। ଏହା ସ୍ଵାଧୀନତା ପୂର୍ବର ଘଟଣା ହେଇଥିବା ଦାବି ବିଭ୍ରାନ୍ତକାରୀ। 

ସୋସିଆଲ ମିଡିଆରେ ଆରଏସଏସ କର୍ମୀଙ୍କର ନାଚୁଥିବା ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଯେତେବେଳେ ଦେଶ ଇଂରାଜୀ ଶାସନରେ ଥିଲା ସେତେବେଳେ ଦେଶର ସ୍ଵାଧୀନତା ରେ ଯୋଗଦାନ ନ ଦେଇ ଆରଏସଏସ କର୍ମୀମାନେ ଗୀତ ଗାଈ ନାଚୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବି ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଭାଇରାଲ ଭିଡିଓ ସ୍ବାଧିନତା ପୂର୍ବର ନୁହେଁ। ଏହା ୨୦୧୫ ମସିହାରେ ନାଗପୁର ସହର ର ଏକ ଭିଡିଓ। କ’ଣ ଦାବି କରା […]

Continue Reading

ଜବାହରଲାଲ ନେହେରୁ କହିଛନ୍ତି କି ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇନଥିଲେ? ଯାନନୁ ସତ୍ୟତା।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂଙ୍କର ଏକ ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ନେହରୂ ନିଜେ ସ୍ଵୀକାର କରିଛନ୍ତି ଯେ ସେ ଦେଶର ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ନାହାଁନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ଏଡିଟ୍ କରା ଯାଇଛି। ମୂଳ ଭିଡିଓରେ ଜବାହାରଲାଲ ନେହରୂ ମୋହମ୍ମଦ ଅଲି ଜିନ୍ନାହଙ୍କ ବିଷୟରେ କହୁଛନ୍ତି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  […]

Continue Reading

କ’ଣ ଅକ୍ସଫୋର୍ଡ ଡିକ୍ସିନାରି ଭାରତ (INDIA) ର ନାମର ଅର୍ଥ ଇଣ୍ଡିପେଣ୍ଡେଣ୍ଟ୍ ନେସନ୍ ଡିକ୍ଳେୟାର୍ଡ ଇନ୍ ଅଗଷ୍ଟ ବୋଲି ଉଲ୍ଲେଖ କରିଛି? ଜାଣନ୍ତୁ ସତ୍ୟ।

ଭାରତର ୭୫ ତମ ସ୍ଵାଧୀନତା ଦିବସର ଅବସରରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଦାବି କରା ଯାଇଛି ଯେ ଅକ୍ସଫୋର୍ଡ ଡିକ୍ସିନାରି ଭାରତ (INDIA) ର ନାମର ଅର୍ଥ ଇଣ୍ଡିପେଣ୍ଡେଣ୍ଟ୍ ନେସନ୍ ଡିକ୍ଳେୟାର୍ଡ ଇନ୍ ଅଗଷ୍ଟ ବୋଲି ଉଲ୍ଲେଖ କରିଛି। ଭାରତକୁ ୧୫ ଅଗଷ୍ଟରେ ସ୍ଵାଧୀନତା ମିଳିଥିବାରୁ ଇଣ୍ଡିଆର ନାମକୁ ଇଣ୍ଡିପେଣ୍ଡେଣ୍ଟ୍ ନେସନ୍ ଡିକ୍ଳେୟାର୍ଡ ଇନ୍ ଅଗଷ୍ଟ (ସ୍ଵାଧୀନ ଦେଶ ଅଗଷ୍ଟରେ ଘୋଷିତ) ବୋଲି ରକ୍ଷା ଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading