କ’ଣ ଭାରତ ମହିଳା ଟିମ୍ ଅଷ୍ଟ୍ରେଲିଆକୁ ହକି ବିଶ୍ଵ କପ୍ ରେ ପରାସ୍ତ କରି କ୍ରିକେଟ୍ ବିଶ୍ଵ କପର ପ୍ରତିଶୋଧ ନେଇଛି? ଜାଣନ୍ତୁ ସତ୍ୟ।
ନିକଟରେ ଭାରତ କ୍ରିକେଟ୍ ବିଶ୍ଵ କପ୍ ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ଯାହା ନେଇ ସାରା ଦେଶ ଶୋକରେ ଅଛି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭାରତ ମହିଳା ହକି ଦଳ ବିଜୟୀ ହେବା ଉତ୍ସବ ପାଳନ କରୁଛନ୍ତି। ଦାବି କରା ଯାଉଛି ଯେ ଭାରତ ମହିଳା ହକି ଦଳ ବିଶ୍ଵ କପ୍ ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ଵ ବିଜୟୀ ହୋଇଛି ଏବଂ କ୍ରିକେଟ୍ ବିଶ୍ଵ […]
Continue Reading