RSS ଭାତର ନୂଆ ସମ୍ବିଧାନ ନିୟମର କୌଣସି 16 ପେଜର ପିଡିଏଫ ପୁସ୍ତକ ପ୍ରକାଶିତ କରିନିହିଁ।
ସୋସିଆଲ ମିଡିଆରେ 16 ପେଜର ପିଡିଏଫ ଭାଇରାଲ ହେଉଛି। ଏହି ପିଡିଏଫରେ ଦାବି କରାଯାଇଛି ଯେ, ରାଷ୍ଟ୍ରିୟ ସ୍ୱୟଂସେବକ ସଙ୍ଘ (RSS) ଦ୍ୱାରା ଭାରତର ନୂଆ ସମ୍ବିଧାନ ପ୍ରକାଶିତ କରିଛି। 16 ଜାନୁଆରିରେ Biswajeet Tandi ନାମକ ଜଣେ ଫେସବୁକ ୟୁଜର ମଧ୍ୟ ଏହି 16 ପେଜର ପିଡିଏଫକୁ ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଆର.ଏସ.ଏସ ଭାରତର ନୂଆ ସମ୍ବିଧାନ ପ୍ରସ୍ତୁତ କରିଛି। ଏହା ଛଡ଼ା 16 ପେଜର ପିଡିଏଫରେ ଲେଖା ଯାଇଛି […]
Continue Reading