କ’ଣ ରବୀନ୍ଦ୍ରନାଥ ଟାଗୋରେ ସୁଭାଷଚନ୍ଦ୍ର ବୋଷଙ୍କ ଜାତୀୟ ସଙ୍ଗୀତର ସଂସ୍କରଣକୁ ବଦଳାଈ ଘୋଷଣା କରିଥିଲେ ଯେ ସେ ଜାତୀୟ ସଙ୍ଗୀତ ଲେଖିଛନ୍ତି? ଜାଣନ୍ତୁ ସତ୍ୟ।

ଜାତୀୟ ସଙ୍ଗୀତ ହେଉଛି ଗୋଟିଏ ଦେଶର ଗର୍ବ। ସମସ୍ତଦେଶର ଜାତୀୟ ସଙ୍ଗୀତ ପଛରେ ସେହି ଦେଶର ଇତିହାସ ଯୁଡ଼ି ହୋଇ ରହି ଥାଏ। ଆମେ ମଧ୍ୟ ଛୁଆ ସମୟରୁ ପଢି ଆସିଛୁ ଯେ ଭାରତର ଜାତୀୟ ସଙ୍ଗୀତ ରବୀନ୍ଦ୍ରନାଥ ଟାଗୋର ଲେଖିଛନ୍ତି। କିନ୍ତୁ ବର୍ତମାନ ସୋସିଆଲ ମିଡିଆରେ ଏହି ବିଷୟନେଇ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଭାରତର ଜାତୀୟ ସଙ୍ଗୀତ ଟାଗୋର ନୁହେଁ, ସୁଭାଷଚନ୍ଦ୍ର ବୋଷ […]

Continue Reading

କ’ଣ ହାଇଡ୍ରୋକ୍ଳୋରୋକୁଇନ ପାଇଲା ପରେ ଆମେରିକାର ଛାତ୍ରଛାତ୍ରୀ ଏକତ୍ର ହୋଇ ଖୁସିରେ ଭାରତୀୟ ଜାତୀୟ ସଙ୍ଗୀତ ଗାଁ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ବିଦେଶୀ ଲୋକ ଭାରତୀୟ ରାଷ୍ଟ୍ର ଗୀତ ଗାଉଛନ୍ତି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଭାରତ ଆମେରିକାକୁ ହାଇଡ୍ରୋକ୍ଳୋରୋକୁଇନ ଔଷଧ ଯୋଗାଣ କରିଲା ପରେ, ଆମେରିକାର ଛାତ୍ରଛାତ୍ରୀ ଏକତ୍ର ହୋଇ ଖୁସିରେ ଭାରତୀୟ ରାଷ୍ଟ୍ର ଗୀତ ଗାଁ କରୁଛନ୍ତି।  COVID 19 ସହ ଲଢିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଭାରତ କୁ ହାଇଡ୍ରୋକ୍ସିକ୍ଳୋରୋକୁଇନ […]

Continue Reading