ଇଣ୍ଡିଗୋ ସଙ୍କଟ ମଧ୍ୟରେ ବିମାନ ଚଳାଚଳ ମନ୍ତ୍ରୀଙ୍କ ନାଚୁଥିବାର ପୁରୁଣା ଭିଡିଓ ଭାଇରାଲ ହେଉଛି. 

ଭାରତର ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଗୋଟିଏ ସପ୍ତାହ ମଧ୍ୟରେ ୪୫୦୦ ରୁ ଅଧିକ ଉଡ଼ାଣ ବାତିଲ କରିଲା ପରେ ଦେଶର ପ୍ରମୁଖ ବିମାନ ବନ୍ଦରଗୁଡ଼ିକରେ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି।  ଏହି ପ୍ରସଙ୍ଗରେ, ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରପୁ ରାମ ମୋହନ ନାଇଡୁଙ୍କ ଏକ ମଞ୍ଚ ଉପରେ ନାଚିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଦେଶ ଏକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ କେନ୍ଦ୍ର ବିମାନ ଚଳାଚଳ […]

Continue Reading

ପୁରୁଣା ଅସମ୍ପର୍କୀୟ ଫୋଟୋକୁ ନିକଟରେ ଇଣ୍ଡିଗୋ ଫ୍ଲାଇଟ୍ ବାତିଲ ହେବା ଘଟଣା ସହିତ ଯୋଡ଼ି ଭାଇରାଲ କରା ଯାଉଛି। 

ନିକଟରେ ଇଣ୍ଡିଗୋ ୧୦୦୦ ରୁ ଉର୍ଦ୍ଧ ବିମାନ ବାତିଲ କରିବା ପରେ ଅନେକ ଲୋକଙ୍କୁ ଏହା ନେଇ ଅସୁବିଧାର ସାମନା କରିବାକୁ ପଡ଼ିଛି। ଲୋକେ ଏୟାରପୋର୍ଟ ରେ ଇଣ୍ଡିଗୋ କର୍ମଚାରୀଙ୍କ ସହ ଝଗଡ଼ା କରୁଥିବା ଏବଂ ସହ ସହ ଲୋକେ ବିମାନ ର ଅପେକ୍ଷାରେ ସେଠାରେ ବସି ରହିଥିବା ମଧ୍ୟ ନଜର ଆସିଛନ୍ତି।  ଏହି ପ୍ରସଙ୍ଗରେ କିଛି ଲୋକେ ବିମାନ ନିକଟରେ ବସିଥିବା ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋ ସେୟାର କରି […]

Continue Reading