କ’ଣ ଏହା ଗୁଜରାତ ପୋଲିସ ଜଣେ ବାଇକ୍ ଚାଳକକୁ ଅତ୍ୟାଚାର କରୁଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।
ବର୍ତମାନ ସୋସିଆଲ ମିଡିଆଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ପୋଲିସକର୍ମୀ ନିଜ ଗାଡ଼ି ଦ୍ଵାର ଖୋଲିଥିବା ସମୟରେ ବାଇକ୍ ଚଳେଇ ଆସୁଥିବା ବ୍ୟକ୍ତି ପୋଲିସ ଗାଡ଼ି ସହିତ ଢକା ହେଇ ପଡ଼ି ଗଲେ। ଏହା ପରେ ପୋଲିସ ତାଙ୍କୁ ଅତ୍ୟାଚାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? 12 ନଭେମ୍ବରରେ ଓଡ଼ିଶା ଲିଙ୍କ […]
Continue Reading