ବାଙ୍ଗଲାଦେଶର ପୁରୁଣା ଫଟୋକୁ ପଶ୍ଚିମବଙ୍ଗର ବର୍ତ୍ତମାନ ନିର୍ବାଚନ ସହ ଜୋଡ଼ି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି ।

ସୋସିଆଲ ମିଡିଆରେ ଏକ ମହିଳାର ଫଟୋ ଭାଇରାଲ ହେଉଛି, ଯେଉଁଥିରେ ମହିଳାର ମୁଣ୍ଡରୁ ରକ୍ତ ବାହାରୁଛି ଏବଂ ମହିଳା ଜଣକ ରକ୍ତାକ୍ତ ହୋଇଛନ୍ତି। ଭାଇରାଲ ଫଟୋ ସହ ଦାବି କରାଯାଇଛି ଯେ, ବଙ୍ଗଳା ନିର୍ବାଚନରେ ହିଂସାତ୍ମକ  ଭାବେ ଏହି ମିହାଳା ଉପରେ ଆକ୍ରମଣ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ଏବଂ ପଶ୍ଚିମବଙ୍ଗର ବୋଲି ସ୍ପଷ୍ଟ ହେଲା।  7 ମେରେ Purna Chandra Mishra ନାକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ […]

Continue Reading

ଛତିସଗଡ଼ ଆଇଇଡି ବିସ୍ଫୋରଣରେ ଦୁଇ ଗୋଡ଼ ହରାଇଥିବା ଜବାନର ଫୋଟୋକୁ ପୁଲବାମା ବିସ୍ଫୋରଣର କହି ଭାଇରାଲ କରାଯାଉଛି।

14 ଫେବୃଆରି 2019କୁ କିଏ ବା ଭୁଲି ପାରିବ। 14 ଫେବୃଆରି 2020 ରେ ପୁଲୱାମା ଘଟଣାକୁ ଏକ ବର୍ଷ ପୁରିଲା। ଏଥିପାଇଁ ଦେଶରେ ଲୋକଙ୍କ ମଧ୍ୟରେ ଏକ କଳା ଦିନ ହୋଇ ବସି ଯାଇଛି। କେହି ପୁଲବାମାରେ ଶହିଦ ହୋଇଥିବା ବିର ଜବାନଙ୍କୁ ମନେ ପକାଉଛନ୍ତି ତ କେହି ତାଙ୍କ ସ୍ମୃତିରେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏଥି ମଧ୍ୟରେ ସୋସିଆଲ ମଡ଼ିଆରେ ପୁଲବାମା ଘଟଣାରୁ ବ଼ଞ୍ଚିଥିବା ବିର ଜବାନ ମାନଙ୍କ ଫୋଟୋ ସେୟାର କରି ତାଙ୍କୁ […]

Continue Reading

ପୋଲିସ ଆଘାତ ହେବା ଏହି ଭାଇରାଲ ଫୋଟୋ କ’ଣ CAA ବିରୋଧ ପ୍ରଦର୍ଶନର ଅଟେ?

ଦେଶ ସାରା CAA ବିରୋଧ ପ୍ରଦର୍ଶନରେ କେବେ ପୋଲିସ ଲୋକଙ୍କ ଉପରେ ଲାଠି ଚାର୍ଚ କରିବାରେ ଲାଗିଛିତ କେବେ ଲୋକମାନେ ପୋଲିସକୁ ପଥର ମାରି ମୁଣ୍ଡ ଫଟାଇବାର ଖବର ସାମ୍ନାକୁ ଆସୁଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହେଉଛି ଏବଂ ଦାବି କରାଯାଇଉଛି ଯେ, ପ୍ରଦର୍ଶନକାରିମାନେ ପୋଲିସକୁ ପଥର ମାରି ଆହତ କରିଛନ୍ତି।  ସେୟାର କରାଯାଉଥିବା ଫୋଟୋ ମଧ୍ୟରେ ଏକ ଫୋଟୋ ଅଧିକରୁ ଅଧିକ ସେୟାର ହେଉଥିବାର ଦେଖା ଯାଉଛି। 20 ଡିସେମ୍ବରରେ […]

Continue Reading