ଜାଲୋରୀ ଗେଟ୍ ସଂଘର୍ଷ ସମୟରେ ରାଜସ୍ଥାନ ପୋଲିସକୁ ଲାଗିଥିବା ଆଘାତକୁ ନକଲି ନୁହଁ।

ଜଣେ ପୋଲିସ ଅଧିକାରୀଙ୍କ ମୁଣ୍ଡରେ ରକ୍ତ ଜୁଡୁବୁଡୁ ବନ୍ଧା ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହୋଇଛି। ଯେଉଁଥିରେ ଦାବି କରାଯାଉଛି ଯେ, ପୋଲିସ୍ ରୁମାଲରେ ନାଲି ରଙ୍ଗ ବ୍ୟବହାର କରି ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ବୋଲି ଦାବି କରୁଛନ୍ତି।  ଫେସବୁକ ୟୁଜର୍ସମାନେ ଦାବି କରିଛନ୍ତି ଯେ, ପୋଲିସ ମୁଣ୍ଡରେ କିମ୍ବା ହାତରେ କୌଣସି ପ୍ରକାରର ଆଘାତ ଚିହ୍ନ ନାହିଁ। ଇଦ୍ ପୂର୍ବରୁ ଜାଲୋରୀ ଫାଟକରେ ଇସଲାମିକ୍ ପତାକା ଉତ୍ତୋଳନ କରିବା ପରେ […]

Continue Reading

ଗଲବାନ ଘାଟିର ହିଂସାରେ ଆହତ ହେବା ପେର ଉତ୍ତରାଖଣ୍ଡର ବଶନ୍ ସିଂ ଶହୀଦ ହୋଇଗଲେ ?

ସୋସିଆଲ ମିଡିଆରେ ଜଣେ ଜବାନଙ୍କ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଗାଲଭାନ୍ ଘାଟରେ ଭାରତ-ଚୀନ୍ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ହିଂସାକାଣ୍ଡ ମଧ୍ୟରେ ଜଣେ ଯାବାନ ବିଶନ ସିଂହଙ୍କ ମୃତ୍ୟୁ ହୋଇଥିଲା। ଶହିଦ ବିଶନ ସିଂହଙ୍କ ଆଂତିମ ସଂସ୍କାର ରବିବାର ଦୀନ ରାନୀବାଗ ସ୍ଥିତ ଚିତ୍ରଶିଲା ଘାଟରେ ସମ୍ମାନର ସହ ଅଂତିମ ସଂସ୍କାର କରାଯାଇଥିଲା। ଭାଇରାଲ ଖବର ଅନୁସାରେ , ସେ ଅଗଷ୍ଟ 31 ତାରିଖ ଦିନ ଭାରତୀୟ ସେନାରୁ ଅବସର […]

Continue Reading

ଜାଣନ୍ତୁ ଭାଇରାଲ ଫୋଟୋର ସତ୍ୟତା।

31 ଡିସେମ୍ବରରେ Mamata Behera ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଜଣେ ଝିଅ ଆଖିରେ ବ୍ୟାଣ୍ଡେଜ୍ କରାଯାଇଛି ଏବଂ ଝିଅଟି ନିଜ ହାତରେ CAA ବିରୋଧରେ ଏକ କାର୍ଡଲେଖି ଧରିଛି। ଯେଉଁଥିରେ ଲେଖା ଯାଇଛି ଯେ, ହମ ନହିଁ ଡରେଙ୍ଗେ ଅର୍ଥାତ ଆମେ ଡରିବୁ ନାହଁ। ଏହା ଛଡ଼ା ଝିଅଟିର ଆଖିରେ ବନ୍ଧା ଯାଇଥିବା ବ୍ୟାଣ୍ଡେଜରେ ରକ୍ତ ଲାଗିଥିଲା ଭିଳି ଦେଖା ଯାଉଛି। କେବଳ ସେତିକି ନୁହେଁ […]

Continue Reading