କ’ଣ ଫଟୋରେଥିବା ଆଇପିଏସ୍ ଅଫିସର ଭାଇଭଉଣି ଅଟନ୍ତି ?
7 ସେପ୍ଟେମ୍ବରରେ Ama prativa ନାମକ ଏକ ପେଜରେ ଏକ ଫୋଟୋ ପୋଷ୍ଟ କରାଯାଇଛି। ଫୋଟୋରେ ତିନି ଜଣ ପୋଲିସ ଅର୍ଥାତ୍ ଆଇପିଅସ ଅଫିସର ବସିଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଗୋଟିଏ ପରିବାରର ଦୁଇ ଭାଇ ଏବଂ ଗୋଟିଏ ଭଉଣୀ ହେଉଛନ୍ତି ଆଇପିଏସ୍ ଅଫିସର। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। […]
Continue Reading