ପଶ୍ଚିମବଙ୍ଗରେ ଜଣେ ଇସ୍କନ୍ ପୂଜାରୀ ମୁସଲମାନ ମାନଙ୍କୁ ଖାଦ୍ୟ ପରିବେଷଣ କରୁଥିବା ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ସମୟରେ ବାଂଲାଦେଶରେ ସାମ୍ପ୍ରଦାୟିକ ମାମଲା ପ୍ରସଙ୍ଗରେ ସେୟାର କରା ଯାଉଛି।

ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଚାଲିଥିବା ଅଶାନ୍ତି ମଧ୍ୟରେ ବାଂଲାଦେଶରେ ଆଉ ଦୁଇଜଣ ହିନ୍ଦୁ ପୁରୋହିତଙ୍କୁ ଗିରଫ କରାଯାଇଛି ବୋଲି ଇସ୍କନ୍ କୋଲକାତା ମୁଖପାତ୍ର ରାଧରମନ୍ ଦାସ ଶନିବାର ଦାବି କରିଛନ୍ତି। ବାଂଲାଦେଶ ଏବଂ ଭାରତରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୂର୍ବତନ ଇସ୍କନ୍ ସଦସ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ମୁକ୍ତି ପାଇଁ ଲୋକମାନେ ଆହ୍ଵାନ ଦେଇଛନ୍ତି। ଏହି ପ୍ରସଙ୍ଗରେ ଜଣେ ଇସ୍କନ୍ ପୁରୋହିତ କିଛି ମୁସ୍ଲିମ ବ୍ୟକ୍ତିଙ୍କୁ ଖାଦ୍ୟ ପରିବେଷଣ କରୁଥିବା ଫୋଟୋ […]

Continue Reading

ବନ୍ୟା ଜଳରେ ତିରୁପତି ଇସ୍କନ୍ ମନ୍ଦିର ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଭକ୍ତଙ୍କୁ ବନ୍ୟା ଜଳରେ ଠିଆ ହୋଇ କୀର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ ଏହି ଭିଡିଓ ତିରୁପତିଠାରେ ଅବସ୍ଥିତ ଇସ୍କନ ମନ୍ଦିରର ଅଟେ। ଯେଉଁଠାରେ ମନ୍ଦିର ବନ୍ୟା ଜଳ ଭରିବା ସତ୍ତ୍ୱେ ଭକ୍ତମାନେ ପୂଜା କରୁଛନ୍ତି। ଆମେ ଅନୁସନ୍ଧାନ କରି ଜାଣିବାକୁ ପାଇଲୁ ଯେ ଏହି ଭିଡିଓ 2015 ରେ ମାୟାପୁରର ଇସ୍କନ ମନ୍ଦିର (କୋଲକାତା) ବନ୍ୟା ଜଳ […]

Continue Reading

କ’ଣ ଫୋଟୋରେ ଥିବା ବ୍ୟକ୍ତି ସ୍ଵାମୀ ନିଟାଇ ଦାସ ପ୍ରଭୁ ଅଟନ୍ତି ଯାହାର ବାଙ୍ଗଲାଦେଶରେ ହତ୍ୟା କରା ଯାଇଛି? କ’ଣ ଭାଇରାଲ ହେଉଥିବା ଫୋଟୋ ବାଙ୍ଗଲାଦେଶର ଅଟେ? ଜାଣନ୍ତୁ ସତ୍ୟ।

ଗତ ସପ୍ତାହରେ ଯେତେବେଳେ ଲୋକଙ୍କ ମଧ୍ୟରେ ଦୂର୍ଗାପୂଜା ଉତ୍ସବର ଖୁସିର ପରିବେଶ ଥିଲା ସେତେବେଳେ କିଛି ଦୁଖଦାଯକ ଖବର ସାମନାକୁ ଆସିଥିଲା। ବାଂଲାଦେଶରେ ଦୂର୍ଗାପୂଜା ସମୟରେ ହିନ୍ଦୁ ସଂଖ୍ୟାଲଘୁ ସମ୍ପ୍ରଦାୟର ପୂଜାପାଠ ଉପରେ ଆକ୍ରମଣ ହୋଇଥିବା ଖବର ସାମନାକୁ ଆସିଛି। ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। କେଉଁଠାରେ ମୂର୍ତି ଭଙ୍ଗାରୁଜା କରା ଯାଇଛି ତ କେଉଁଠାରେ ହିନ୍ଦୁ ଲୋକଙ୍କ ଉପରେ ଆକ୍ରମଣର କରା ଯାଇଛି।  ଏହି ପ୍ରସଙ୍ଗରେ ଏକ […]

Continue Reading