କ’ଣ ଭାଇରାଲ ଭିଡିଓରେ ନାରା ଲଗାଉଥିବା ପୋଲିସର ଭିଡିଓ ତ୍ରିପୁରାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।
ଦୂର୍ଗା ପୂଜା ସମୟରେ ବାଂଲାଦେଶରେ ଦଙ୍ଗା ହେବାର କିଛି ଦିନ ପରେ ଭାରତର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟକ ହିଂସା ଏବଂ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣା ସାମନାକୁ ଆସିଛି। ଏହି ସବୁ ମଧ୍ୟରେ ତ୍ରିପୁରା ଧାର୍ମିକ ସଂଗଠନ ଦ୍ଵାରା ରେଲି ଆୟୋଜିତ କରା ଯାଇଥିଲା। ଏହି ରେଲି ସମୟରେ ପୋଲିସ ସହ ସଂଘର୍ଷ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ ଘର, ଦୋକାନ ଏବଂ ଧାର୍ମିକ ସ୍ଥାନ ଭଙ୍ଗାରୁଜା ହେଇଛି। ଏହି ପ୍ରସଙ୍ଗରେ ଏକ ଭିଡିଓ […]
Continue Reading