ପାକିସ୍ତାନ ଚୁଡ଼ି ପିନ୍ଧିନାହିଁ ବୋଲି ଫାରୁକ ଅବଦୁଲ୍ଲାଙ୍କ ପୁରୁଣା ବୟାନକୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିତ ଯୋଡ଼ି ଭାଇରାଲ କରାଯାଉଛି

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶର ଲୋକଙ୍କ ମଧ୍ୟରେ କ୍ରୋଧ ଦେଖିବାକୁ ମିଳୁଛି। ଏହି ଆକ୍ରମଣର ବ୍ୟାପକ ନିନ୍ଦା କରାଯାଉଛି ଏବଂ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ ଦୃଢ଼ ଦାବି କରାଯାଉଛି। ଏହି ସମୟରେ, ସମସ୍ତ ରାଜନୈତିକ ଦଳ ଏବଂ ନେତାମାନେ ବୟାନ ଦେବା ଆରମ୍ଭ କରିଛନ୍ତି।  ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଜଣେ ସାମ୍ବାଦିକଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାର ରେ […]

Continue Reading

କ’ଣ କିଛି ଦିନ ପୂର୍ବରୁ ଭାରତର ବି.ଏସ.ଏଫ୍ ଯବାନ ପାକିସ୍ତାନରୁ ଆସୁଥିବା ୨୦୦ କୋଟି ଟଙ୍କାର ଡ୍ରଗ୍ସ ଧରିଲେ? ଜାଣନ୍ତୁ ସତ।

ଦେଶ ସୀମା ରେ ସର୍ବଦା ଡ୍ରଗ୍ସ ର କଳା ବ୍ୟବସାୟ ଜୋର୍ସୋର ରେ ଚାଲିଥାଏ I ପଞ୍ଜାବ , ରାଜସ୍ତାନ , ଜାମୁ କାଶ୍ମୀର ଆଦି ଅଂଚଳ ରେ ବିଗତ ଦିନ ରେ ପୋଲିସ ଓ BSF ର ମିଳିତ ଉଦ୍ୟମ ରେ ପୁଣି ଥରେ ଏକ ନିଶା ଦ୍ରବ୍ୟ ବୋଝେଇ ଟ୍ରକ ଧରାପଡ଼ିଚି I ୨୬ ଜାନୁଆରୀରେ ଓଡ଼ିଆ ନ୍ୟୁଜ ୨୪ ସାଇଟର ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ କିଛି ଦିନ […]

Continue Reading