ଭୂମିକମ୍ପର ପୁରୁଣା ଭିଡିଓ ଜାପାନରେ ଘଟିଥିବା ସାମ୍ପ୍ରତିକ ଭୂମିକମ୍ପ ନାମରେ ଭାଇରାଲ ହେଉଛି। 

ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ ପରେ, ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଏହି ସମୟରେ, ଗୋଟିଏ କାର ର ଡ୍ୟାସକ୍ୟାମର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟିକୁ ଏହି ଦାବି ସହିତ ସେୟାର କରାଯାଉଛି ଯେ, “ଏହା ଜାପାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପର ଏକ ଭିଡିଓ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ଏକ ପୁରୁଣା ଭିଡିଓ ଏବଂ ଏହାର ଜାପାନରେ ଘଟିଥିବା ସାମ୍ପ୍ରତିକ ଭୂମିକମ୍ପ ସହିତ […]

Continue Reading

ଦକ୍ଷିଣ ଆଫ୍ରିକାର ଏକ ପୁରୁଣା ଭିଡିଓକୁ ନିକଟରେ ରୁଷିଆରେ ଆସିଥିବା ଭୂମିକମ୍ପ ହେତୁ ଜାପାନରେ ହୋଇଥିବା ସୁନାମୀ ର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି

ବୁଧବାର ୩୦ ଜୁଲାଇ ୨୦୨୫ ରେ ରୁଷିଆର ପୂର୍ବ କାମଚାଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ପ୍ରଶାନ୍ତ ମହାସାଗର ସୁନାମି ସତର୍କତା ଜାରି କରାଯାଇଥିଲା। ରୁଷ ଉପକୂଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଥମ ତରଙ୍ଗ ହାୱାଇରେ ପହଞ୍ଚିଥିଲା, ଓଆହୁ ରେ ୪ ଫୁଟ (୧.୨ ମିଟର) ଲହରୀ ରେକର୍ଡ କରାଯାଇଥିଲା। ଭୂମିକମ୍ପ ପରେ ହାୱାଇ, ଆମେରିକାର ପଶ୍ଚିମ ଉପକୂଳର କିଛି ଅଂଶ ଏବଂ ଜାପାନର ଲୋକମାନଙ୍କୁ ସ୍ଥାନାନ୍ତର […]

Continue Reading

କ’ଣ ଭାରତ ମହିଳା ଟିମ୍ ଅଷ୍ଟ୍ରେଲିଆକୁ ହକି ବିଶ୍ଵ କପ୍ ରେ ପରାସ୍ତ କରି କ୍ରିକେଟ୍ ବିଶ୍ଵ କପର ପ୍ରତିଶୋଧ ନେଇଛି? ଜାଣନ୍ତୁ ସତ୍ୟ। 

ନିକଟରେ ଭାରତ କ୍ରିକେଟ୍ ବିଶ୍ଵ କପ୍ ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ଯାହା ନେଇ ସାରା ଦେଶ ଶୋକରେ ଅଛି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭାରତ ମହିଳା ହକି ଦଳ ବିଜୟୀ ହେବା ଉତ୍ସବ ପାଳନ କରୁଛନ୍ତି।  ଦାବି କରା ଯାଉଛି ଯେ ଭାରତ ମହିଳା ହକି ଦଳ ବିଶ୍ଵ କପ୍ ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ଵ ବିଜୟୀ ହୋଇଛି ଏବଂ କ୍ରିକେଟ୍ ବିଶ୍ଵ […]

Continue Reading

ଜାପାନରେ ହୋଇଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଣଦେଖା କରାଯାଇଥିଲା କି?

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱ ନେତାଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ସହିତ ଦାବି କରାଯାଉଛି ଯେ ବିଶ୍ୱର କୌଣସି ନେତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଚାରୁ ନାହାଁନ୍ତି। କିନ୍ତୁ ବାସ୍ତବରେ ଏହି ଦାବି ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପ୍ରମାଣିତ କରେ। କାରଣ, ପୋଷ୍ଟ ହୋଇଥିବା ଭିଡିଓ ମାର୍ଚ୍ଚ 2023 ରେ ଅନୁଷ୍ଠିତ G7 ସମ୍ମିଳନୀର ଅଟେ। ଏହି ଭିଡିଓ ଅସମ୍ପୂର୍ଣ୍ଣ ଅଟେ। ଭୁଲ ତଥ୍ୟ ସହିତ […]

Continue Reading

କ’ଣ ମାଇକ୍ରୋୱେଭର କ୍ଷତିକାରକ କାରଣ ପାଇଁ ଜାପାନ ଏହାକୁ ନଷ୍ଟ କରିବା ସହିତ ଏହାର ଉତ୍ପାଦନ ବନ୍ଦ କରିଛି? ଜାଣନ୍ତୁ ସତ୍ୟ।

ୱ୍ହାଟ୍ସଅପ୍ ମାଧ୍ୟମରେ ଆମକୁ ଏକ ମେସେଜ୍ ର ତଥ୍ୟ ଯାଞ୍ଚ କରିବା ପାଇଁ ଅନୁରୋଧ ଆସିଛି। ଏହି ଭାଇରାଲ ମେସେଜ୍ ରେ ମାଇକ୍ରୋୱେଭର କ୍ଷତିକାରକ ଗୁଣ ବିଷୟରେ ଉଲ୍ଲେଖ ହୋଇଛି। ମେସେଜ୍ ରେ ଏହା ମଧ୍ୟ ଦାବି କରା ଯାଇଛି ଯେ ମାଇକ୍ରୋୱେଭର କ୍ଷତିକାରକ ଗୁଣ ପାଇଁ ବର୍ତ୍ତମାନ ଜାପାନ ଏହାକୁ ନଷ୍ଟ କରିବା ସହିତ ଏହାର ଉତ୍ପାଦନ ଉପରେ ମଧ୍ୟ ରୋକ ଲଗେଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି […]

Continue Reading

ଜାପାନରେ ଲୋକମାନେ ଭାରତୀୟ ଗୀତରେ ସୂର୍ଯ୍ୟ ନମସ୍କାର କରୁଛନ୍ତି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଦର୍ଶାଯାଇଛି ଯେ ଏଥିରେ ଭାରତୀୟ ଫ୍ଲାଗ ଡ୍ରେସ କୋଡରେ ଥିବା ଲୋକମାନେ ଜାପାନରେ ସୂର୍ଯ୍ୟ ନମସ୍କାର କରୁଛନ୍ତି। ଭାଇରାଲ ଭିଡିଓ ଜାପାନର ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 4 ଜୁଲାଇରେ Prasanta Nayak ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଗର୍ବ ଅନୁଭବ କରନ୍ତୁ କି […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ଚୀନରେ ଆସିଥିବା ବନ୍ୟାର ଅଟେ? ଜାଣନ୍ତୁ ସତ୍ୟ।

କରୋନା ଭାଇରସ ବ୍ୟାପୀବା ପରେ ଲୋକଙ୍କ ମନରେ ଚୀନ ପ୍ରତି କ୍ରୋଧ ଉତପନ ହେଇଛି। ଆମେ ଜାଣିଛୁ ଯେ ଜୁନ ମାସରେ ଚୀନରେ ଭୟଙ୍କର ବନ୍ୟା ଆସିଥିଲା। ଏହି ଦାବି ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଲୋକଙ୍କ କହିବା ଅନୁଯାୟୀ ପ୍ରକୃତି ଚୀନ କୁ ଭଲ ଶିକ୍ଷା ଦେଇଛି। ୩୦ ଅଗଷ୍ଟରେ ଜେନ ଫେସବୁକ ୟୁଜର ଏହି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଭିଡିଓ ଚୀନର ଅଟେ। […]

Continue Reading

ଜାପାନ ଫୁଜି ମାଉଣ୍ଟ ନିକଟରେ 2020 ଅଲିମ୍ପିକ୍ସ ‘TOKYO 2020’ ପାଇଁ ପ୍ରସ୍ତୁତ ଆତସବାଜି ପ୍ରଦର୍ଶନ କରିଛି କି?

17 ଅଗଷ୍ଟରେ Sunil kumar singh ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଭିଡିଓରେ ବାଣ ଫୁଟାଯାଉଥିବାର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳୁଛି। ପୋଷ୍ଟରେ ଦାବି କରାଯାଇଛି ଯେ, 2020 ଟୋକିଓ ଅଲମ୍ପିକ ଟୋକିଓରେ ହେବାରଥିଲା। କିନ୍ତୁ କୋରୋନା ମହାମାରି ପାଇଁ ଏହା 2020ରେ ନ ହୋଇ 2021ରେ କରାଯିବ ବୋଲି ନିଷ୍ପତି ନିଆ ଯାଇଛି। କିନ୍ତୁ ଓଲମ୍ପିକ ପୂର୍ବରୁ ହେଉଥୁବା ଆତିସବାଜ କାର୍ଯ୍ୟକ୍ରମ ଲୋକଙ୍କ ମନୋରଞ୍ଜନ […]

Continue Reading