ଜବାହରଲାଲ ନେହେରୁ କହିଛନ୍ତି କି ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇନଥିଲେ? ଯାନନୁ ସତ୍ୟତା।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂଙ୍କର ଏକ ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ସେ ନିଜେ ସ୍ଵୀକାର କରିଛନ୍ତି ଯେ ସେ ଦେଶର ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ନାହାଁନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ଏଡିଟ୍ କରା ଯାଇଛି। ମୂଳ ଭିଡିଓରେ ଜବାହାରଲାଲ ନେହରୂ ମୋହମ୍ମଦ ଅଲି ଜିନ୍ନାହଙ୍କ ବିଷୟରେ କହୁଛନ୍ତି। ଭିଡିଓରେ ନେହେରୁ କହୁଛନ୍ତି, “ମୁଁ ସ୍ଵାଧୀନତା […]

Continue Reading

ଏହି ଫୋଟୋ ରେ ଜବାହାରଲାଲ ନେହରୁ ମହାକୁମ୍ଭ ମେଳାରେ ପବିତ୍ର ସ୍ନାନ କରୁଥିବା ଦାବି ମିଥ୍ୟା ଅଟେ। 

ନିକଟରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ମହାକୁମ୍ଭ ମେଳା “ପବିତ୍ର ସ୍ନାନ” ଉପରେ ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା। ଏହି ପ୍ରସଙ୍ଗରେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚିତ୍ରଟିରେ ଜବାହରଲାଲ ନେହେରୁଙ୍କୁ ଏକ ନଦୀର ଆଣ୍ଠୁ ଗଭୀର ପାଣିରେ ଠିଆ ହୋଇଥିବାର ଦେଖାଯାଇଛି।  ଦାବି କରା ଯାଉଛି ଯେ ଏହି ଫୋଟୋ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂ ମହାକୁମ୍ଭ ମେଳା ସମୟରେ ପବିତ୍ର ସ୍ନାନ ନେଉଛନ୍ତି। […]

Continue Reading

ଜବାହରଲାଲ ନେହେରୁ କହିଛନ୍ତି କି ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇନଥିଲେ? ଯାନନୁ ସତ୍ୟତା।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂଙ୍କର ଏକ ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ନେହରୂ ନିଜେ ସ୍ଵୀକାର କରିଛନ୍ତି ଯେ ସେ ଦେଶର ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ନାହାଁନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ଏଡିଟ୍ କରା ଯାଇଛି। ମୂଳ ଭିଡିଓରେ ଜବାହାରଲାଲ ନେହରୂ ମୋହମ୍ମଦ ଅଲି ଜିନ୍ନାହଙ୍କ ବିଷୟରେ କହୁଛନ୍ତି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  […]

Continue Reading

କ’ଣ ଏହି ଫୋଟୋରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂ ଲେଡି ମାଉଣ୍ଟବେଟେନଙ୍କ ସହିତ ଅଛନ୍ତି? ଜାଣନ୍ତୁ ସତ୍ୟ।

ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏବଂ ଏଡ୍ୱିନା ମାଉଣ୍ଟବେଟେନଙ୍କ ସମ୍ବନ୍ଧ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କୌଣସି ନୂଆ କଥା ନୁହେଁ। ଏହି ଦୁଇ ଜଣଙ୍କ ସମ୍ବନ୍ଧ ବିଷୟରେ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଗତ କିଛି ବର୍ଷ ଧରି ଭାଇରାଲ ହେଉଛି। ଏହା ପୂର୍ବରୁ ମଧ୍ୟ ଫେକ୍ଟ କୃସେଣ୍ଡୋ ନେହେରୁଙ୍କ ଅନେକ ସମ୍ବନ୍ଧନେର ଅନେକ ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରିଛି।  ବର୍ତ୍ତମାନ ଜବାହାରଲାଲ ନେହେରୁଙ୍କ ଗୋଟିଏ ମହିଳାଙ୍କ ସହିତ ସୋସିଆଲ ମିଡିଆରେ ଭାଇରାଲ […]

Continue Reading

କ’ଣ ଫୋଟୋରେ ମହିଳା ସହିତ ଥିବା ବ୍ୟକ୍ତି ଜବାହାରଲାଲ ନେହରୂ ଅଟନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ମହିଳାଙ୍କ ନିକଟତର ହେବା ଦେଖିବାକୁ ମିଳିଛି। ଫୋଟୋରେ ଦେଖା ଯାଉଥିବା ବ୍ୟକ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂ ଅଟନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଏହି ସମାନ ପୋଷ୍ଟ ୨୧ ସେପ୍ଟେମ୍ବର ୨୦୧୯ରେ ମଧ୍ୟ ଫେସବୁକରେ ଭାଇରାଲ ହେଇଥିଲା। ଏହି ପୋଷ୍ଟରେ ନେହେରୁଙ୍କ ରଙ୍ଗିଲା ଚରିତ୍ର ପାଇଁ ଭାରତ ବହୁତ ପଛରେ […]

Continue Reading