କ’ଣ ଜିଓ ନିକଟରେ ଇଲେକ୍ଟ୍ରିକ୍ ସାଇକଲ୍ ଲଞ୍ଚ କରିବାକୁ ଯାଉଛି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଉଛି ଯେ ଜିଓ ନିକଟରେ ଇଲେକ୍ଟ୍ରିକ୍ ସାଇକଲ୍ ଲଞ୍ଚ କରିବାକୁ ଯାଉଛି। ମୁକେଶ ଅମ୍ବାନୀ ଏବଂ ଏକ ଇଲେକ୍ଟ୍ରିକ୍ ସାଇକେଲର ଫଟୋ ସହିତ ଅପଲୋଡ୍ ହୋଇଥିବା ଫଟୋରେ ଲେଖାଯାଇଛି: “ଖୁବ ଶୀଘ୍ର ବଜାରକୁ ଆସିବାକୁ ଯାଉଛି Jio Electric Cycle ଯାହାର ମୂଲ୍ୟ ରହିଛି ୨୯,୦୦୦ ଟଙ୍କା। ଏଥିରେ ରହିଛି 250W-350W ର ଇଲେକ୍ଟ୍ରିକ୍ ମୋଟର ଏବଂ ଏହାକୁ ଠାରେ ଚାର୍ଜ […]

Continue Reading

କ’ଣ କେନ୍ଦ୍ର ସରକାର ବିଏସଏନଏଲ କୁ 5ଜି ଲାଇସେନ୍ସ ଦେବା ପାଇଁ ଅସ୍ଵୀକାର କରିଛି? ଜାଣନ୍ତୁ ସତ୍ୟ।

ଭାରତରେ 5ଜି ଇଣ୍ଟର୍ନେଟ ସୁବିଧାର ଉନ୍ମୋଚନ ଅକ୍ଟୋବର ୨୦୨୨ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ଵାରା କରା ଯାଇଥିଲା। ବର୍ତ୍ତମାନ କେବଳ ରିଲାନ୍ସ ଜିଓ ଏବଂ ଏୟାର୍ଟେଲ୍ ୫ଜି ସର୍ଭିସ ଯୋଗାଉଛନ୍ତି। ୧ ଅକ୍ଟୋବର ୨୦୨୨ ରୁ ନେଇ ଆଜି ପର୍ଯ୍ୟନ୍ତ ୫୦ ଟି ସହରରେ ୫ଜି ସର୍ଭିସ ଆରମ୍ଭ ହେଇ ସାରିଛି।  ଏହି ପ୍ରସଙ୍ଗରେ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ବିଏସଏନଏଲ କୁ ୫ଜି ଲାଇସେନ୍ସ […]

Continue Reading

ରିଲାଏନ୍ସ ଜିଓ ବିଜ୍ଞାବନରୁ ଶାହାରୁଖ ଖାନଙ୍କୁ ବାହାର କରି ଅକ୍ଷୟ କୁମାରଙ୍କୁ ନିଯୁକ୍ତି ଦେବା ଦାବି ମିଥ୍ୟା ଅଟେ।

ସୁଶାନ୍ତ ସିଂ ରାଜପୁତ  ଆତ୍ଣହତ୍ୟା ପରେ ସୋସିଆଲ ମିଡ଼ିଆରେ ସମସ୍ତ ଖାନ୍ ଏବଂ ଅନ୍ୟ ସୁପରଷ୍ଟାରମାନଙ୍କୁ ବଏକଟ କରିବା ପାଇଁ ଦାବି କରାଯାଉଛି। ଏଥି ମଧ୍ୟ ଏକ ଖବର ସୋସିଆଲ ମିଡ଼ିଆରେ ଭାଇଈରାଲ ହେଉଛି ଯେ, ରିଲାଏନ୍ସ ଜିଓ ସିମ ବିଜ୍ଞାବନରୁ ଶାହାରୁଖ ଖାନଙ୍କୁ ବାହାର କରି ଦିଆଯାଇଛି। ଏବଂ ତାଙ୍କ ବଦଳରେ ଅକ୍ଷୟ କୁମାରଙ୍କୁ ନିଯୁକ୍ତି ମିଳିଛି।  Ankita saha ନାମକ ଜଣ ଫେସବୁକ ଯୁଜର ଏହା ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ Bycott#Khan ବୋଲି […]

Continue Reading

କ’ଣ ଜିଓର ସ୍ଥିତି ଖରାପଯେ ଏବେ ଜିଓ ନିଜ ବ୍ୟବସାଏ ବନ୍ଦ କରି ପାରେ? କ’ଣ ଏଆର୍ଟେଲ ଓ ଭୋଡାଫୋନ ମଧ୍ୟ କ୍ଷତିଗ୍ରସ୍ତ ହୋଇଅଛନ୍ତି? କ’ଣ ଭବିଷ୍ୟ ଟେଲିକମ କମ୍ପାନିର? ଜାଣନ୍ତୁ।

Archive ହେଲୋ ଏପ ରେ ଭାଇରାଲ ହେଇଥିବା ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଜିଓ କମ୍ପାନୀ ନିଜ ବ୍ୟବସାୟ ବନ୍ଦ କରି ବାର ସମ୍ଭାବନା ଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ରାଷ୍ଟ୍ରୀୟର ଟେଲିକମ କୋମ୍ପାନି ବି.ଏସ.ଏନ.ଏଲ ଓ ଭୋଡାଫୋନ ସମସ୍ଯା ଘେରକୁ ଚାଲି ଯାଇଅଛି ଓ ଭୋଡାଫୋନ ନିଜ ବ୍ୟବସାୟ ବନ୍ଦ କରିବା ପାଇଁ ମଧ୍ୟ ଚିନ୍ତା କରୁଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି […]

Continue Reading