ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ନୀଳ ରଙ୍ଗର ସାଢ଼ୀ ପିନ୍ଧିଛନ୍ତି କି ?
ଜୋ ବିଡେନ ଆମେରିକାର 46 ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଏବଂ ତାଙ୍କ ସହଯୋଗୀ କମଲା ହାରିସ ଦେଶର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କମଲା ହରିସ୍ ଆମେରିକାର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଭାରତରେ ଏକ ଉତ୍ସାହର ଲହରି ଖେଳିଛି, କାରଣ କମଲା ଭାରତୀୟ ଅଟନ୍ତି। କମଲାଙ୍କ ମା ଶ୍ୟାମଲା ଗୋପାଳନ ହାରିସ ତାମିଲନାଡୁର ଥିଲେ। ଏହାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆରେ ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି। ଚିତ୍ରରେ କମଲା […]
Continue Reading