କ’ଣ ସାଉଦିରେ କାମ କରୁଥିବା ଜଣେ କେରଳର ନର୍ସ ଚୀନରେ ବ୍ୟାପୀ ଥିବା କୋରୋନା ଭାଇରସର ଶିକାର ହେଇଛନ୍ତି? କ’ଣ ଅନ୍ୟ ୨୦ ଭାରତୀୟ ନର୍ସଙ୍କର ମଧ୍ୟ ନିରକ୍ଷଣ ଚାଲୁଅଛି? ଜାଣନ୍ତୁ ସତ।
କୋରୋନା ଭାଇରସ କଣ? କୋରୋନା ଭାଇରସ ସାଧାରଣ ଭାଇରସଙ୍କର ଗୋଟେ ସମୁଦାଏ। କିଛି କୋରୋନା ଭାଇରସ କେବଳ ପଶୁ ପକ୍ଷୀଙ୍କୁ ପ୍ରଭାବ କରେ ଓ କିଛି ମଣିଷ ମାନଙ୍କୁ ମଧ୍ୟ କ୍ଷ୍ୟେତି ପହଞ୍ଚାଇ ଥାଏ। ପ୍ରାଏ ଲୋକ ନିଜ ଜୀବନ କାଳରେ କୋରୋନା ଭାଇରସ ଦ୍ଵାରା ସଂକ୍ରାମିତ ହୋଇଥାନ୍ତି। ସାଧାରଣତ ଏହି ଭାଇରସ ପାଇଁ ଥଣ୍ଡା ବା ଶ୍ଵାସ ନଳି ଇନ୍ଫେକ୍ଷଣ ହେଇଥାଏ। କିନ୍ତୁ ଏହି ଭାଇରସ ଯୋଗୁ ନିମୋନିଆ, ବ୍ରୋଙ୍କାଇଟିସ ଓ ଅନ୍ୟ ମାରାତ୍ମକ ରୋଗ […]
Continue Reading