ୟୁନିଫର୍ମ୍ ରେ ଧାର୍ମିକ ନାରା ଦେଉଥିବା ଲୋକମାନେ କେରଳ ପୋଲିସ ନୁହଁନ୍ତି। ଭାଇରାଲ ଦାବି ମିଥ୍ୟା।

କଳା ୟୁନିଫର୍ମ୍ ପିନ୍ଧି କିଛି ଲୋକ ପେରେଡ୍ କରୁଥିବା ସମୟରେ ଧାର୍ମିକ ନାରା ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଏହି ଲୋକ ମାନେ ହେଉଛନ୍ତି କେରଳ ପୋଲିସ। ଦାବି ସହିତ ୟୁଜର ମାନେ କଂଗ୍ରେସ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ କଂଗ୍ରେସ ପାଇଁ ଜୟ ଶ୍ରୀ ରାମ ନାରା ଯିଏ ଦେବ ତା ଉପରେ ହିନ୍ଦୁ ମୁସଲମାନ କରୁଥିବାର ଆରୋପ ଲଗାଜୀବ। କିନ୍ତୁ ଫ୍ୟାକ୍ଟ […]

Continue Reading

ସାବରିମାଲା ମନ୍ଦିର ଭିଡ଼ ମଧ୍ୟରେ ପିଲାଟି ନିଜର ପିତାଙ୍କ ପାଇଁ କାନ୍ଦିବାର ଭିଡିଓ ସାମ୍ପ୍ରଦାୟିକ ମାମଲା ଦାବି ସହିତ ଭାଇରାଲ ହୋଇଛି। 

ନିଜ ପିତାଙ୍କୁ ଖୋଜିବା ପାଇଁ ପୋଲିସ ଭ୍ୟାନରେ କାନ୍ଦୁଥିବା ଏବଂ ଚିତ୍କାର କରୁଥିବା ଶିଶୁର ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଅନୁଯାୟୀ, ଏହି ଭିଡିଓ ସାବରିମାଲା ମନ୍ଦିରରୁ ଆସିଛି, ଯେଉଁଠାରେ ଗତ ଏକ ସପ୍ତାହ ଧରି ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି। ପିଲାଟି ନିଜ ବାପା ଏବଂ ପରିବାରକୁ ଖୋଜିବା ପାଇଁ ଦୁଇ ହାତ ଯୋଡି ପୋଲିସ୍ କୁ ନିବେଦନ କରୁଥିବା ଦେଖିବାକୁ […]

Continue Reading

କ’ଣ ଭାଇରାଲ ଭିଡିଓରେ କେରଳ ପୋଲିସ କାଚା ବାଦାମ ଗୀତରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

ଏକ ଲୋକପ୍ରିୟ ଗୀତ ‘କାଚା ବାଦାମ’ ରେ ପୋଲିସ ୟୁନିଫର୍ମ ପିନ୍ଧି ପାଞ୍ଚ ଜଣ ନାଚୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। କଳିଙ୍ଗ ଟିଭି, ନବଭାରତ ଟାଇମ୍ସ, ନ୍ୟୁଜ ୧୮ ଏବଂ ଫ୍ରି ପ୍ରେସ୍ ଜର୍ନାଲ ପରି ମିଡିଆ ୱେବସାଇଟ ଏହି ଭିଡିଓ ସହିତ ରିପୋର୍ଟ କରିଛି ଯେ ଭିଡିଓରେ ପ୍ରକୃତ ପୋଲିସ ଅଧିକାରୀ ମାନେ ନାଚୁଛନ୍ତି।  ମହକ ଟିଭିର ଫେସବୁକ ପେଜରେ ମଧ୍ୟ ଆମେ ସମାନ ଭିଡିଓ ଅପ୍ଲୋଡ ହେଇଥିବା ପାଇଲୁ। ଏହି ଭିଡିଓରେ […]

Continue Reading