କ’ଣ ସମ୍ପ୍ରତ୍ତି ସମୟରେ ଚାଲୁଥିବା କୃଷକ ଆନ୍ଦୋଳନର ଚାଷୀ ମାନେ ଭାରତ ଜାତୀୟ ପତକାକୁ ଅପମାନିତ କରୁଛନ୍ତି? ଜାଣନ୍ତୁ ସତ୍ୟ।
ଭାରତୀୟ ଜାତୀୟ ପତାକା ରେ ଆବୃତ ଫୁଟବଲ ସହିତ ଖେଳୁଥିବା କିଛି ଲୋକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହାତରେ ପତାକା ଏବଂ ଲାଉଡ୍ ସ୍ପିକରର ଏହି ଭିଡିଓ ଏକ ବିରୋଧର ଦୃଶ୍ୟ ପରି ଦେଖାଯାଉଥିଲା। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରିଛନ୍ତି ଯେ ଏହା ହେଉଛି ସମ୍ପ୍ରତ୍ତି ସମୟର କୃଷକ ଆନ୍ଦୋଳନର ଏକ ଭିଡିଓ। କେତେକ ଉପଭୋକ୍ତା ଏପରି ପ୍ରଶ୍ନ ମଧ୍ୟ କରିଛନ୍ତି, “ଏହି ଲୋକମାନେ କି ପ୍ରକାର କୃଷକ?” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]
Continue Reading