କ’ଣ ଉତ୍ତରାଖଣ୍ଡରେ ଆସିଥିବା ବନ୍ୟା ଯୋଗୁ ଖାଲ୍ସା ଏଡ୍ ଲୋକଙ୍କ ସେବା ବା ରିଲିଫ୍ କାର୍ଯ୍ୟ କରୁଛନ୍ତି? ଜାଣନ୍ତୁ ସତ୍ୟ।

ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ଧଉଳିଗଙ୍ଗା ନଦୀ ଜଳବନ୍ଦୀ ହେଇଥିବାରୁ ଋଷିଗଙ୍ଗା ବିଦ୍ୟୁତ ପ୍ରକଳ୍ପ ଧ୍ଵଂସ ହୋଇଯାଇଛି। ଏହି ସମୟରେ ବନ୍ୟା ପୀଡ଼ିତକୁ ସାହାଜ୍ଯ କରୁଥିବା ଲୋକଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ କରା ଯାଇ ଦାବି କରା ଯାଉଅଛି ଯେ ଖାଲ୍ସା ଏଡ୍ ସଂଗଠନର ଲୋକ ମାନେ ଉତ୍ତରାଖଣ୍ଡରେ ଏପରି ରିଲିଫ୍ କାମ କରୁଛନ୍ତି।  ଫେକଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? ୭ ଫେବ୍ରୁଆରିରେ ଜଣେ ଫେସବୁକ […]

Continue Reading