କ’ଣ ବନ୍ୟା ପାଣିରେ ଭାସି ଯାଉଥିବା ବ୍ୟକ୍ତିକୁ ଏକ ହାତୀ ରକ୍ଷା କରୁଥିବା ଭିଡିଓ ଭାରତର? ଜାଣନ୍ତୁ ସତ୍ୟ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବନ୍ୟା ପାଣିରେ ଭାସି ଯାଉଥିବା ଜଣେ ବ୍ୟକ୍ତିକୁ ଗୋଟିଏ ହାତୀ ଉଦ୍ଧାର କରୁଛି। ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ଏହି ଘଟଣା ଭାରତରେ ଘଟିଛି। ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ଭାରତର ନୁହେଁ ବରଂ ଥାଇଲାଣ୍ଡ ଦେଶର ଅଟେ। କ’ଣ କୁହା ଯାଇଛି ପୋଷ୍ଟରେ? ଭିଡିଓ ସହିତ କୁହା ଯାଇଛି, “ଏଥିପାଇଁ ସନାତନ […]
Continue Reading