କର୍ଣ୍ଣାଟକରେ ମୁସ୍ଲିମ ମାଛ ପେଟରେ କିଡନି ଖରାପ କରିବା ବଟିକା ପୁରାଇ ବିକୁଥିବା ଦାବି ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ପୋଲିସ ମାଛ ଦୋକାନରେ ଛାପା ମାରୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓ ସହିତ ଦାବି କରା ଯାଉଛି ଯେ କରନାଟକାରେ କେତେକ ମୁସଲମାନ ମତ୍ସ୍ୟ ବିକ୍ରେତା ମାଛରେ କିଡନୀ-କ୍ଷତିକାରକ ବଟିକା ପୁରାଇ ବିକ୍ରି କରୁଥିଲେ। ପୋଲିସ ଏହା ଜାଣିବା ମାତ୍ରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା କେରଳର ଘଟଣା ଅଟେ। […]

Continue Reading

କ’ଣ ଉତ୍ତରପ୍ରଦେଶ ସ୍ଥିତ ଗର୍ଗ ହସ୍ପିଟାଲରେ କୋରୋନା ରୋଗୀଙ୍କର କିଡନୀ ବିକ୍ରି କରୁଛନ୍ତି ଡାକ୍ତର ମାନେ? ଜାଣନ୍ତୁ ସତ୍ୟ।

୩୧ ଜୁଲାଇ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ କୋରୋନା ସମୟରେ ଉତ୍ତରପ୍ରଦେଶର ମୁଜାଫରନଗର ସ୍ତିତ ଗର୍ଗ ହସ୍ପିଟାଲର ଡାକ୍ତର ମାନେ ଗୋଟିଏ କୋରୋନା ରୋଗୀର କିଡନୀ କାଢି ବିକ୍ରି କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ହାତରେ ଧାରା ପଡ଼ିଥିଲେ।  Facebook | Archive ଏହି ପୋଷ୍ଟ ଟୁଇଟରରେ ମଧ୍ୟ ଭାଇରାଲ ହେଇଛି। Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାରେ ପ୍ରଥମେ […]

Continue Reading