ପଞ୍ଜାବର ଜଲନ୍ଧରରେ ଗୋରୁ ଉପରେ ଆକ୍ରମଣର ଭିଡିଓକୁ ବାଂଲାଦେଶର ଘଟଣା କହି ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ସେୟାର ଯାଉଛି।

ଗତ କିଛି ମାସ ହେବ ପଡୋଶୀ ଦେଶ ବାଂଲାଦେଶରେ ଅଶାନ୍ତି ଦେଖାଦେଇଛି। ହିଂସା ଏବଂ ଅରାଜକତାର ପରିବେଶ ଏପର୍ଯ୍ୟନ୍ତ ଜାରି ରହିଛି। ସାମ୍ପ୍ରତିକ ବିକାଶ ସମୟରେ ବାଂଲାଦେଶରେ ଅନ୍ତର୍ଭୁକ୍ତ ସନାତନ ମୁଖପାତ୍ର ଚିନ୍ମୟ ଦାସଙ୍କୁ ଗିରଫ କରାଯାଇଥିଲା। ଏଥି ସହିତ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ଶୋଷଣର ବୃଦ୍ଧି ମାମଲା ମଧ୍ୟ ସାମ୍ନାକୁ ଆସୁଛି।  ଏହି ପ୍ରସଙ୍ଗ ମଧ୍ୟରେ, ଏକ ହୃଦୟ ବିଦାରକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ କିଛି ଲୋକ ଗାଇ କୁ ଅତି ନିର୍ମମ […]

Continue Reading

ମୁସ୍ଲିମ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ମାରୁଥିବାର ଭିଡିଓ ଦକ୍ଷିଣ ଭାରତର ?

ସୋସିଆଲ ମିଡିଆରେ ମୁସ୍ଲିମ ଏବଂ ହିନ୍ଦୁ ମାନଙ୍କୁ ନେଇ ଅନେକ ସାମ୍ପପ୍ରଦାୟକ ଭିଡିଓ ଏବଂ ଫଟୋ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଏହି ପରି ଏକ 1.30 ମିନିଟ୍ ଭିଡିଓ ଭାଇରାଲ ହେବାରେ ଲେଗିଛି, ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତି କୁ ବାଡ଼ିରେ ମାରୁଥିବାର ଦେଖାଯାଉଛି। ବ୍ୟକ୍ତି ଜଣକ ଗାଡ଼ି ପାଖରେ ପଡ଼ିବା ପରେ ଆଖ ପାଖରେଥିବା ଲୋକମାନେ କ୍ଷତାକ୍ତ ବ୍ୟକ୍ତି କୁ ଉଠାଇ ନେଉଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, […]

Continue Reading

କ’ଣ କରୋନା ଭାଇରସରେ ପିଡ଼ିତ 20 ହଜାର ରୋଗୀଙ୍କୁ ହତ୍ୟା କରିବା ପାଇଁ କୋର୍ଟରୁ ଅନୁମତି ଲୋଡ଼ିଲା ତୀନ୍? ଜାଣନ୍ତୁ ସତ୍ୟ।

ଚିନରେ କୋରନା ଭାଇରସକୁ ନେଇ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ସହିତ ପୁରା ବିଶ୍ୱରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଡର ମଧ୍ୟ ଲାଗି ରହିଛି। ଚାଇନାରେ କରୋନା ଭାଇରସରେ ବହୁ ସଂଖ୍ୟାରେ  ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଖବର ପ୍ରସାରିତ ହେଉଛି ଯେ, କରୋନା ଭାଇରସ୍ ସଂକ୍ରମିତ 20 ହଜାର ରୋଗୀଙ୍କୁ ହତ୍ୟା କରିବା ପାଇଁ ଚୀନ୍ କୋର୍ଟର ଅନୁମତି ଲୋଡିଲା । 9 ଫେବୃଆରିରେ […]

Continue Reading