କ’ଣ ଉତ୍ତର କୋରିୟା ରାଷ୍ଟ୍ରପତି କିଂ ଯୋଙ୍ଗ ଉନ ଡାଃ ବି.ଆର. ଆମ୍ବେଦ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।
୨୨ ଏପ୍ରିଲ ରେ ବହୁଜନ ଆୱାଜ ନାମକ ନାମକ ଫେସବୁକ ଏକାଉଣ୍ଟରେ ଗୋଟିଏ ଫୋଟୋ ପୋଷ୍ଟ କରା ଯାଇଅଛି। ଏହି ଫୋଟୋରେ ଏହା ଦାବି କରା ଯାଇ ଅଛି ଯେ ଉତ୍ତର କୋରିୟା ରାଷ୍ଟ୍ରପତି କିଂ ଯୋଙ୍ଗ ଉନ, ଯାହାଙ୍କୁ ଆମେରିକା ମଧ୍ୟ ଭୟ କରେ, ସେ ଆମ୍ବେଦ୍କରଙ୍କୁ ଭକ୍ତି ସହିତ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। Facebook | Archive ଆମ ଅନୁସନ୍ଧାନରୁ ଜଣା ପଡିଲା ଯେ: ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ପୋଷ୍ଟ କରା […]
Continue Reading