କ’ଣ ଆରକେୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ କୋଣାର୍କ ମନ୍ଦିର ର ମୂର୍ତି ଭାଙ୍ଗି ବା କାଢି ଦେଇ ସାଧା ପଥର ଲଗାଇହାନ୍ତି? ଜାଣନ୍ତୁ ସତ।

କୋଣାର୍କ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ନିର୍ମାଣ ୧୩ ସାଦିରେ ହେଇଥିଲା। ଏହା ପୁରୀ ଠାରୁ ୩୫ କି.ମି ଦୂରରେ ଅଛି। ଏହି ମନ୍ଦିର ୧୨୫୦ ମସିହାର ରାଜା ନରସିଂହ ଦେବ ୧ ଦ୍ଵାରା ନିର୍ମାଣ କରା ଯାଇଥିଲା। ଵହି ମନ୍ଦିରକୁ ସଂଗ୍ରହ କରିବା ପାଇଁ ଆରକେୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଏହାର ନିର୍ମାଣ କାର୍ଯ୍ୟ କରିଛି।  ୧୦ ଫେବ୍ରୁଆରି ଦିନ ଅନୁଷ୍କା ନାମକ ଜଣେ ଟୁଇଟର ଯୁଜର ନିଜ ଟୁଇଟର ହେଣ୍ଡେଲରେ କୋଣାର୍କ ମନ୍ଦିରର ଦୁଇଟି […]

Continue Reading