କ’ଣ ଫୋଟୋରେ ଥିବା ମହିଳା ବିଶ୍ଵ ପ୍ରସିଦ୍ଧ ଫେଶନ ଡିଜାଇନର କାୟରଜାଏଦା ରଡରିଗେଜ ଅଟନ୍ତି। ଜାଣନ୍ତୁ ସତ୍ୟ।
୨୨ ସେପ୍ଟେମ୍ବର ରେ ଜେନ ଫେସବୁକ ୟୁଜର ନବୀନ ପଟନାୟକ ଫ୍ୟାନ କ୍ଲବ ନାମକ ଗ୍ରୁପରେ ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ବିଶ୍ବ ପ୍ରସିଦ୍ଧ ଫେସନ ମଡେଲ ଡିଜାଇନର,ବ୍ଲଗର ଓ ଲେଖକ କିର୍ଜିଦା ରୋଡିଗ୍ଜ କ୍ୟାନସରରେ ମୃତ୍ୟୁବରଣ କରିବା ପୂର୍ବରୁ ଲେଖିଥିବା ନୋଟ୍ 1.ଦୁନିଆର ସବୁଠାରୁ ମହଙ୍ଗା କାର ମୋ ଗ୍ୟାରେତରେ ଛିଡା ହେଇଛି , ଆଉ ମୁଁ ହୁଇଲ ଚେୟାର ଉପରେ 2. ମୋ ଘରେ ଦାମି ଓ ନାମୀ ଡିଜାଇନର […]
Continue Reading