କ’ଣ ଭାଇରାଲ ଫୋଟୋ ନିକଟରେ ଲଦାଖରେ ଭାରତୀୟ ସେନାର ଟ୍ରକ୍ ଦୁର୍ଘଟଣାର ଏକ ଫୋଟୋ? ଜାଣନ୍ତୁ ସତ୍ୟ।
ନିକଟରେ ଲଦାଖରେ ଭାରତୀୟ ସେନା ବସ୍ ଦୁର୍ଘଟଣାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହିପରି ଗୋଟିଏ ଫଟୋ ଆମ ସମ୍ମୁଖରେ ଆସିଛି ଯେଉଁଥିରେ ଗୋଟିଏ ଘାଟିରେ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଅନେକ ସେନା ଯବାନ ମଧ୍ୟ ଛିଡା ହୋଇଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ନିକଟରେ ଲଦାଖରେ ଦୁର୍ଘଟଣା ହୋଇଥିବା ଏକ ଭାରତୀୟ ସେନାର ଗାଡି ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]
Continue Reading