କ’ଣ ପ୍ରଧାନମନ୍ତ୍ରୀ ମୋଦୀ ବିନା ନିଆ ରେ ଖାଦ୍ଯ ରାନ୍ଧୁଛନ୍ତି? ଜାଣନ୍ତୁ ସତ୍ୟତା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବରୁ ବିହାରର ପାଟନାସ୍ଥିତ ତାଖତ ଶ୍ରୀ ହରିମାନନ୍ଦ ଜୀ ପାଟନା ସାହିବ ଗୁରୁଦ୍ୱାଡ଼ା ପରିଦର୍ଶନ କରି ପୂଜାପାଠ ରୀତିନୀତି କରିଥିଲେ। ଏହା ପରେ ସୋସିଆଲ ଏହା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ସେହି ଗୁରୁଦ୍ୱାରାରେ ତାଙ୍କର ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଖାଦ୍ୟ ରାନ୍ଧୁଥିବା ନଜର ଆସିଛନ୍ତି। ଭାଇରାଲ ଫୋଟୋରେ ଏକ ବିଶାଳ ହାଣ୍ଡିରେ ଖାଦ୍ୟ ରାନ୍ଧୁଥିବା ବେଳେ ସେଥିରେ କୌଣସି […]
Continue Reading