କ’ଣ ଲେଖାଶ୍ରୀ ସାମନ୍ତସିଂହାର ବିଜେଡ଼ି ଦଳରେ ଯୋଗଦେଲା ପରେ ଓଡ଼ିଶା ସରକାର ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି? ଜାଣନ୍ତୁ ସତ୍ୟତା।
ନିକଟରେ ପୂର୍ବତନ ଓଡ଼ିଶା ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର ଦଳ ଛାଡ଼ି ବିଜେଡ଼ିରେ ମିସିଛନ୍ତି। ଏହା ପରେ ତାଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ ବିଜେଡ଼ି ଦଳକୁ ନିନ୍ଦା କରୁଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ତାଙ୍କର ଏକ ଭିଡିଓ ବର୍ତ୍ତମାନ ସାମନାକୁ ଆସିଛି ଯେଉଁଥିରେ ସେ କହୁଛନ୍ତି ଯେ କେନ୍ଦ୍ର ସରକାର ର ବିଭିନ୍ନ ଯୋଜନାକୁ ବିଜେଡ଼ି ସରକାର ନିଜ ଯୋଜନା ନାମ ଦେଇ ଲୋକଙ୍କ ସମ୍ମୁଖରେ ରଖିଛି। ଭିଡିଓରେ […]
Continue Reading