ପ୍ରକୃତରେ କ’ଣ ଏହି ଚିତାବାଘ ରାଜସ୍ଥାନର ପୁରୋହିତ ସହିତ ଶୋଉଛନ୍ତି ?
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଚିତା ସହିତ ଜଣେ ବ୍ୟକ୍ତି ଶୋଇଥିବାର ଦେଖାଯାଉଛନ୍ତି। ଭିଡିଓରେ ଦେବି କରାଯାଇଛି ଯେସ ରାଜସ୍ଥାନର ଏକ ମନ୍ଦିର ଜଣେ ବ୍ୟକ୍ତି ଚିତା ସହିତ ରହୁଛନ୍ତି। ଅନୁସନ୍ଧାନରେ ଆମେ ଜାଣିବାକୁ ପାଇଲୁ ଯେ ରାଜସ୍ଥାନର ସିରୋହି ମନ୍ଦିର ନାମରେ ଦକ୍ଷିଣ ଆଫ୍ରିକାର ଏହି ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓର ରାଜସ୍ଥାନ ସହିତ କୈଣସି ସମ୍ପର୍କ ନାହିଁ। 2 ଜାନୁଆରି Upadhaya Panigrahi ନାମକ ଜଣେ ଫେସବୁକ […]
Continue Reading