କ’ଣ ତାଲାବନ୍ଦ ହେଇଥିବା ସମୟରେ ସିଂହ ମାନେ ରାସ୍ତା ମଝିରେ ବିଶ୍ରାମ କରୁଛନ୍ତି? ଜାଣନ୍ତୁ ସତ୍ୟ।

କୋରୋନା ପାଇଁ ବିଶ୍ଵ ସାରା ଅନେକ ଦେଶ ତାଲାବନ୍ଦ ଅବସ୍ତାରେ ଅଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏହା ମଧ୍ୟରୁ ପଶୁ ପକ୍ଷୀଙ୍କୁ ନେଇକି ଭିଡିଓ ମଧ୍ୟ ଭାଇରାଲ ହେଉଛି। କେଉଁ ପୋସ୍ତରେ ମୟୂର ରାସ୍ତା ରେ ଚିଡ଼ା ହେବା ଦେଖିବା କୁ ମିଳିଛି ତ କେଉଁ ଭିଡିଓରେ ହରିଣ ସମୁଦ୍ର କୁଳରେ ଦଉଡ଼ିବା ଦେଖିବାକୁ ମିଳିଛି।  ବର୍ତମାନ ସୋସିଆଲ ମିଡିଆରେ ଏପରି ଗୋଟିଏ ଭିଡିଓ ଘୂରୁଛି ଯେଉଁଥିରେ […]

Continue Reading