ଅକ୍ଟୋବରରେ ଛତିଶଗଡ଼ରେ ହୋଇଥିବା ରାଲିର ଭିଡିଓକୁ ମଥୁରା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ମଥୁରା ବୋଲି ଦାବି କରାଯାଉଛି। ଭିଡିଓରେ ଲୋକମାନେ ଦଙ୍ଗା କରୁଥିବାର ଦେଖାଯାଉଛନ୍ତି। ଏହା ସହ ଆଖପାଖର ସମସ୍ତ ଜିନିସ ଭାଙ୍ଗୁଥିବାର ମଧ୍ୟ ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ ଏହା 6 ଡିସେମ୍ବରରେ ମଥୁରାରେ ହୋଇଥିବା ଦଙ୍ଗାର ଦୃଶ୍ୟ । ଆମ ଅନୁସନ୍ଧାନରେ  ଭାଇରାଲ ଭିଡିଓ ମଥୁରାର ନୁହେଁ ଛତିଶଗଡ଼ର ଅଟେ।  7 ଡିସେମ୍ବରରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

ଭଗବାନ କୃଷ୍ଣଙ୍କ 5ବର୍ଷ ପୁରୁଣା ବିବାଦୀୟ ଚିତ୍ରର ଚିତ୍ରକର ଗିରଫ ହୋଇ ସାରିଛନ୍ତି।

କୃଷ୍ଣ ଭଗବାନଙ୍କ ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ଭଗବାନ କୃଷ୍ଣ ଏବଂ ଗୋପୀମାନଙ୍କୁ ଆପତ୍ତିଜନକ ଚିତ୍ରଣ କରାଯାଇଛି। ଦାବି କରାଯାଉଛି ଯେ , ଏହି ଚିତ୍ର ବର୍ତ୍ତମାନ ଗୁଆହାଟୀର ରବୀନ୍ଦ୍ର ଭବନରେ ପ୍ରଦର୍ଶିତ ହୋଇଛି। ଏବଂ ଏହି ଚିତ୍ର  ଆକ୍ରାମ ହୁସେନ୍‌ଙ୍କ ଦ୍ୱରା ବନାଯାଇଛି।  ବିବାଦୀୟ ଚଳଚ୍ଚିତ୍ର ଆକ୍ରାମ ହୁସେନ୍‌ଙ୍କ ଚିତ୍ରକାରଙ୍କୁ ଗିରଫ କରିବାକୁ ଅନେକ ଲୋକ ଦାବି କରିଛନ୍ତି। ଏହି ଫଟୋ 18 ଅଗଷ୍ଟ 2020 ରେ ଦୁର୍ଗା ମାଧବ […]

Continue Reading