କ’ଣ ଅଯୋଧ୍ୟାରେ ଶ୍ରୀ ରାମଙ୍କର ପ୍ରାଣ ପ୍ରତିଷ୍ଠା ଅବସରରେ ଭୁର୍ଜ ଖାଲିଫାରେ ତାଙ୍କର ଫୋଟୋ ପ୍ରଦର୍ଶନ କରା ଯାଇଛି? ଜାଣନ୍ତୁ ସତ୍ୟ।

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ ଲୋକ ମାନେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଦେଶ ସାରା ଅନେକ ସ୍ଥାନରେ ଲୋକ ମାନେ ପୂଜା କରିବା ସହିତ ର୍ୟାଳି ମଧ୍ୟ କରିଥିଲେ। କିନ୍ତୁ ଏହି ସବୁ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।  ଏପରି ଏକ ପୋଷ୍ଟରେ ଦୁବଇରେ ଅବସ୍ଥିତ ଭୁର୍ଜ ଖାଲିଫାରେ ପ୍ରଭୁ ରାମଙ୍କର ଫୋଟୋ ପ୍ରଦର୍ଶନ କରା ଯାଇଥିବା ଏକ ଫୋଟୋ ଭାଇରାଲ […]

Continue Reading

ଏଡିଟ୍ ଫୋଟୋକୁ ଆମେରିକାର ଟାଇମ୍ସ ସ୍କୋୟାରରେ ଭଗବାନ ରାମଙ୍କ ଫୋଟୋ ଲାଗିଥିବା ଦାବିରେ ଭାଇରାଲ କରାଯାଇଛି।

 ରାମ ମନ୍ଦିର ଭୂମି ପୂଜନ ପାଇଁ ସମଗ୍ର ଦେଶରେ ଉତ୍ସାହର ବାତାବରଣ  ଅଛି। ସୋସିଆଲ ମିଡିଆରେ ଦେଶ ବାହାରୁ ମଧ୍ୟ ଭୁମି ପୂଜନ  ପାଇଁ ଅନେକ ପୋଷ୍ଟ କରାଯାଉଛି। ରାମ ମନ୍ଦର ଭୁମି ପୂଜନର ସିଧା ପ୍ରସାରଣ ଆମେରିକା ଟାଇମ୍ସ ସ୍କୋୟାରରେ ଦେଖା ଯିବା ସହ ଏହି ଉତ୍ସବ ସେଠାରେ ମଧ୍ୟ ଆୟୋଜନ କରାଯିବ। ଏହାର ଅନେକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 1 ଅଗଷ୍ଟରେ Balabhadra Rout ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading