କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଲକ୍ଷ ଟଙ୍କା ବେତନ ଦେଇ ଜଣେ ମେକ୍ ଅପ୍ ଆର୍ଟିଷ୍ଟଙ୍କୁ ନିଯୁକ୍ତି କରିଛନ୍ତି? ଜାଣନ୍ତୁ ସତ୍ୟ।
ଗୋଟିଏ ଫେସବୁକ ପୋଷ୍ଟରେ ଦାବି କରା ଯାଇଅଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ମେକଅପ୍ ଆର୍ଟିଷ୍ଟଙ୍କୁ ପ୍ରତି ମାସ ୧୫ ଲକ୍ଷ ଟଙ୍କା ଦେଇ ଚାକିରିରେ ରଖିଛନ୍ତି। ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭାଇରାଲ ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ବସିଥିବା ସମୟରେ ଜଣେ ମହିଳା ତାଙ୍କ ମେକଅପ୍ କରୁଛନ୍ତି। ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? […]
Continue Reading