କ’ଣ ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମେଗୀ ଉତ୍ପାଦନ କରୁଛି? ଜାଣନ୍ତୁ ସତ୍ୟ।

ଭାରତରେ ଗୋମାଂସ କିମ୍ବା ଗୋମାତାଙ୍କର କୌଣସି ଅଂଶକୁ ଖାଇବା ଜିନିଷର ଉତ୍ପାଦନରେ ବ୍ୟବହାର କରିବା କିମ୍ବା ତାହାର ବିକ୍ରୟ କରିବା ନିଷେଧ ଅଟେ। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଆମେ ଦେଖିବାକୁ ପାଇଲୁ ଯେ ଏକ ମ୍ୟାଗୀ ପେକେଟରେ ବିଫ୍ ଫ୍ଲେଭର (ଗୋମାଂସ ସ୍ଵାଦ) ବୋଲି ଲେଖା ଯାଇଛି।  ଦାବି କର ଯାଉଛି ଯେ ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମ୍ୟାଗୀ ଉତ୍ପାଦନ କରି ବିକ୍ରୟ କରୁଛି। କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ରହସ୍ୟ ଲୁଚି ରହିଚି ମ୍ୟାଗୀ ପେକେଟରେ ଛପି ଥିବା ଇ-କୋଡର? କ’ଣ ଏହି ଇ-କୋଡରେ ଲୁଚି ରହିଚି ଗୋଟିଏ ରସାୟନ ଯେଉଁଟା ମାଛ ଓ ମାଁକ୍ସ ରୁ ପ୍ରାପ୍ତ ହୋଇଥାଏ? ଜାଣନ୍ତୁ ସତ।

୨୫ ଜାନୁଆରୀ ୨୦୨୦ ରେ ଓଡ଼ିଆ ଏକ୍ସପ୍ରେସ ସାଇଟରେ ଏହା ଦାବି କରା ଯାଇଅଛି ଯେ ନେସଲେ କମ୍ପାନୀ ଉତ୍ପାଦରେ ମ୍ୟାଗି, ଯେଉଁଥିରେ ଦର୍ଶାଯାଇଥାଏ ଯେ ଏହା ୧୦୦ ପ୍ରତିଶତ ଶାକାହାରୀ ଉତ୍ପାଦନ ଅଟେ ବୋଲି, ଏହା କମ୍ପାନୀ ଦ୍ୱାରା କରାଯାଇଥିବା ଏକ ଧୋକା ଅଟେ। ବାସ୍ତବରେ ମ୍ୟାଗିରେ କଣ କଣ ଜିନିଷ ମିଶାଯାଈଥାଏ ଏହାର ବିବରଣୀ ମ୍ୟାଗିର ପ୍ୟାକେଟରେ ପୁରା ସ୍ପଷ୍ଟ ଭାବେ ଦର୍ଶାଯାଇଛି। ଏହାକୁ ଇ କୋଡ୍ କହନ୍ତି , ଯେଉଁଟା ସାଧାରଣ ଜନତା […]

Continue Reading

କ’ଣ ମ୍ୟାଗୀରେ ପାଇଥିବା ହାନିକାରକ ପଦାର୍ଥର ଖବର ବର୍ତମାନ ସମୟର? କ’ଣ ସତ୍ୟତା ଏହି ଖବରର? ଜାଣନ୍ତୁ ସତ୍ୟ।

Archive ୬ ଅକ୍ଟୋବର ୨୦୧୯ ମସିହାରେ ଫେସବୁକର ମୁଁ ଓଡ଼ିଆ ପେଜରେ ପୋଷ୍ଟ ହୋଈଥିବା ଏହି ଖବରରେ ଏହା ଦାବି କରା ଯାଇଅଛି ଯେ ନେସ୍ଟଲେ କମ୍ପାନୀ ଦ୍ଵାରା ତିଆରି ମ୍ୟାଗୀରେ ୦.୭% ସୀସା ଓ ଏମ.ଏସ.ଜୀ. ରହିଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ପରିମାଣର ସୀସା ଏବଂ ଏମ.ଏସ.ଜୀ. ପ୍ରକୃତରେ ଛୋଟ ପିଲାଙ୍କ ଦେହ ପାଇଁ କ୍ଷତିକାରକ। ଏହା ହଜମ ପ୍ରକ୍ରିୟା ଦୁର୍ବଳ କରେ ଏବଂ ଯକୃତକୁ ମଧ୍ୟ […]

Continue Reading