ଭାଇରାଲ ହେଉଥିବା ଏହି ରିକ୍ସା ବାଲାର ଫୋଟୋ କ’ଣ ମହାର୍ଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ?

ମହାର୍ଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାରିୟର ରିକ୍ସା ଚାଳକ ଭାବରେ ଆରମ୍ଭ ହୋଇଥିଲା। ରିକ୍ସା ଚାଲକ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଏକ ରିକ୍ସା ପାଖରେ ଠିଆହୋଇଛନ୍ତି।  ଭାଇରାଲ ଫୋଟୋ ସହିତ ଦାବି କରାଯାଇଛି ଯେ ଏହା ଏକନାଥ ସିନ୍ଦେଙ୍କର 25 ବର୍ଷ ପୂର୍ବେ ଏକ ରିକ୍ସା ଚଳାଉଥିବାର ଏକ […]

Continue Reading

‘ଡାକ୍ତରଖାନା ନୁହେଁ ଆମକୁ ମନ୍ଦିର ଦରକାର’ କହିଥିବା ଏହି ବ୍ୟକ୍ତିର ମୃତ୍ୟୁ ହୋଇ ନାହିଁ।

ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋକୁ ସେୟାର କରି ଦାବି କରାଯାଉଛି ଯେ ଲକ୍ଷ୍ନୌ ରେ ଅମ୍ଳଜାନ ଅଭାବ ହେତୁ ଆଖି ଛିଣ୍ଡାଇ ‘ଡାକ୍ତରଖାନା ନୁହେଁ ଆମକୁ ମନ୍ଦିର ଦରକାର’ ବୋଲି ଚିତ୍କାର କରୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି।  18 ମଇରେ Sanjay Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ […]

Continue Reading

ମାସ୍କ ପିନ୍ଧି ନଥିବା ଲୋକଙ୍କୁ ମଧ୍ୟପ୍ରଦେଶ ପୋଲିସ ଗିରଫ କରୁଥିବା ଭିଡିଓ କୁ ଦିଲ୍ଲୀର କହି ଭାଇରାଲ କରାଯାଉଛି।

କୋରୋନା କାଳପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ହୋଇଗାଲାଣି। ମାସ୍କ ନ ପିନ୍ଦିଲେ ପୋଲିସ ଏବଂ ସରକାର କଡ଼ା ନିୟମ ମଧ୍ୟ କରିଛି। ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ପୋଲିସ ଲାକମାନଙ୍କୁ ମାସ୍କ ନ ପିନ୍ଧିବା ଅଭିଯୋଗରେ ଗିରଫ କରୁଥିବାର ଦେଖାଯାଉଚି। 1.48 ସେକେଣ୍ଡର ଭିଡିଓ ଦିଲ୍ଲୀର ଅଟେ ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଆମକୁ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 21 ନଭେମ୍ବରରେ Tusar Mohanty […]

Continue Reading

ଭାଇରାଲ ଭିଡିଓରେ କ’ଣ ମୁସ୍ଲିମମାନେ ହିନ୍ଦୁ ବ୍ୟକ୍ତିକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତମାନ ଦେଶରେ ହିନ୍ଦୁ ମୁସ୍ଲିମ ଭାଇଚାକୁ ନେଇ ଏକ ବଡ଼ ପ୍ରଶ୍ନ ବାଚକ ଚିହ୍ନ ଲାଗିଜାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ଚର୍ଚ୍ଛା ଲାଗି ରହିଛି। ଏଥି ମଧ୍ୟରେ 1 ମାର୍ଟରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳୀ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, ଭାଇରାଲ ଭିଡିଓକେ ମୁସ୍ଲିମମାନେ ହିନ୍ଦୁ ଭାଇମାନଙ୍କୁ ଅତ୍ୟାଚାର କରି ମାରୁଛନ୍ତି। ଶିର୍ଷକରେ ଲେଖା ଯାଇଛି ଯେ, […]

Continue Reading

ଇଣ୍ଡୋନେସିଆ ଭିଡିଓକୁ ଚାଇନାର କହି ଭାଇରାଲ କରାଯାଉଛି।

30 ଜାନୁଆରିରେ ଇଂ ନିମାଇଁ ପ୍ରସାଦ ମାହାପାତ୍ର ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ Mohamed Amttia ନାମକ ଫେଜବୁକ ୟୁଜର ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଏକ ସୁରକ୍ଷ୍ୟା କର୍ମି ଜଣେ ବ୍ୟକ୍ତିକୁ ନିର୍ଦୟ ରୂପରେ ପିଟି ଚାଲିଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭିଡିଓଟି ଚାଇନାର ଅଟେ ଏବଂ ଚାଇନା ପୋଲିସ ଅପରାଧିକୁ ଏପରି ନିର୍ଦୟ ଭଳି ପିଟନ୍ତି। ଏହି ପ୍ରକାର ଦଣ୍ଡ ଭାରତରେ ଅପରାଧିମାନଙ୍କୁ ମଧ୍ୟ ଦରକାର। ଆମ […]

Continue Reading