କ’ଣ ବେଲଟ୍ ପେପର ରେ ନିର୍ବାଚନ ନହେବା କାରଣରୁ ଲୋକମାନେ ଇଭିଏମ୍ ଭଙ୍ଗାରୁଜା କରୁଛନ୍ତି? ଜାଣନ୍ତୁ ସତ୍ୟତା।
ବର୍ତ୍ତମାନ କିଛି ଲୋକମାନେ ପୋଲିସର ଉପସ୍ଥିତିରେ ଇଭିଏମ ଭାଙ୍ଗାରୁଜା କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଲାଗିଲା। ଦାବି କରା ଯାଉଛି ଯେ ବେଲଟ୍ ପେପର ରେ ନିର୍ବାଚନ ନହେବା ପର୍ଯ୍ୟନ୍ତ ଲୋକମାନେ ଏପରି ଇଭିଏମ୍ ଭଙ୍ଗାରୁଜା କରିବେ ବୋଲି କହିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହି ଭିଡିଓର ଇଭିଏମ୍ କିମ୍ବା ବେଲଟ୍ ପେପର ସହିତ କୌଣସି ସମ୍ବନ୍ଧ ନାହିଁ। ନିର୍ବାଚନ ସମୟରେ ମଣିପୁରରେ ନକଲି ଭୋଟ୍ ନେଇ […]
Continue Reading