କ’ଣ ଚୀନ ବିରୁଦ୍ଧରେ କୌଣସି କାର୍ଯ୍ୟାଅନୁଷ୍ଠାନ ନେଇ ଣ ଥିବା ରୁ ମହିଳା ମାନେ ମୋଦୀଜି ଙ୍କ ପୁତୁଳା କୁ ମାଡ଼ ମାରୁଛନ୍ତି? ଜାଣନ୍ତୁ ସତ୍ୟ।
୨୬ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋସ୍ତ କରି ଦାବି କରିଛନ୍ତି ଯେ ଚୀନ ବିରୋଧରେ ଯେ ପଯ୍ୟନ୍ତ କିଛି ଦୃଢ଼ କାଯ୍ୟଅନୁଷ୍ଠାନ ଗ୍ରହଣ ନ କରିଛନ୍ତି ସେତେ ପଯ୍ୟନ୍ତ ଦେଶରେ ଏମିତି ଚାଲିବ। Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପ୍ରଥମେ ଏହି ଭିଡିଓ କୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କୃଲୁ। ଏହା […]
Continue Reading