କ’ଣ ଗାନ୍ଧୀ ପରିବାର ଚୀନ୍ ଦୂତମାନଙ୍କୁ ଗୁପ୍ତରେ ଭେଟିଥିଲେ କି?
ତୀନ୍ ଭାରତ ମଧ୍ୟରେ ବିବାଦ ପରଠାରୁ ସୋସିଆଲ ମିଡ଼ିଆରେ ଅନେକ ଖବର ପ୍ରଚାର ହେଉଛି। ଏହା ସହ କଂଗ୍ରେସ ଯେବେଠାରୁ ଭାରତ ଏବଂ ଚୀନ୍ ବିବାଦକୁ ନେଇ କେନ୍ଦ୍ର ସରକାର ବିରୋଧରେ ପ୍ରଶ୍ନବାଚ ସୃଷ୍ଟି କରିବା ପର ଠାରୁ ସୋସିଆଲ ମିଡ଼ିଆରେ ଗାନ୍ଧି ପରିବାରର ଫୋଟୋ ଚିନ୍ ଲୋକଙ୍କ ସହ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଶ ଚୀନ ବିରୋଧି ହେବା ସମୟରେ ଗାନ୍ଧି ପରିବାର ଚିନ୍ ରାଷ୍ଟ୍ର ଦୂତ ସହ ଗୁପ୍ତ ବୈଠକ […]
Continue Reading