ବିବାହ ଦିନ ଜଣେ କନ୍ୟା ତାଙ୍କ ପ୍ରେମିକଙ୍କୁ ଭେଟିବାର ଘଟଣା ଲିଖିତ। ପ୍ରକୃତ ଘଟଣା ଦାବି ସହିତ ଭିଡିଓ ଭାଇରାଲ।

ବିବାହର ମାତ୍ର ଦୁଇ ଘଣ୍ଟା ପୂର୍ବରୁ ଜଣେ କନ୍ୟା ତାଙ୍କ ପୂର୍ବତନ ପ୍ରେମିକଙ୍କୁ ଭେଟିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି ବିବାହ କରିବା ପୂର୍ବରୁ ତାଙ୍କର ଶେଷ ଭାବପ୍ରବଣ ସାକ୍ଷାତକୁ କଏଦ କରୁଛି। ତାଙ୍କ ସହିତ ଜଣେ ବନ୍ଧୁ ମଧ୍ୟ ଅଛନ୍ତି। ଭିଡିଓରେ, ଲୁହଭରା ଆଖିରେ କନ୍ୟାର ଜଣେ ବନ୍ଧୁ, ଯିଏ ତାଙ୍କୁ ପୂର୍ବତନ ପ୍ରେମିକଙ୍କ ପାଖକୁ ନେଇ ଯାଇଛନ୍ତି, ସେ କୁହନ୍ତି, “ତାଙ୍କ ନାମ ଶ୍ରେୟା ଏବଂ ସେ ମୋର ବନ୍ଧୁ। […]

Continue Reading

କ’ ଣ ରାହୁଲ ଗାନ୍ଧୀ ଶ୍ରମିକଙ୍କୁ ଭଡ଼ାରେ ଆଣି ରାସ୍ତାରେ ବସାଇ ଦୁଃଖ ବୁଝିବାର ନାଟକ କରୁଥିଲେ ?

କୋରୋନା ପାଇଁ ଦେଶ ଲକଡାଉନ ସ୍ଥିତରୁ ଗତି କରିଛି। ଲକଡାଉନ ସମୟରେ ଅନେକ ପ୍ରବାଶି ଶ୍ରମିକ ନିଜ ନିଜ ଘରକୁ ଫେରୁଥିବାର ଅନେକ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହା ସହତ ରାହୁଲ ଗାନ୍ଧୀ ପ୍ରବାଶି ଶ୍ରମିକଙ୍କ ଦୁଃଖ ବୁଝିବା ପାଇଁ ତାଙ୍କ ପାଖରେ ବସି କଥା ହେଉଥିବା ଫୋଟୋ ମଧ୍ୟ ଭାଇରାଲ ହୋଇଥିଲା। ଏବେ ସେହି ଫୋଟୋ ସହ ଜଡ଼ିତ ଏକ ଦାବି ଭାଇରାଲ ହେଉଛି। 26 ମେ ରେ  Mamta Behera ନାମକ […]

Continue Reading